Only for Entertainment

ତୁରନ୍ତ ଆପଣାନ୍ତୁ ପାନପତ୍ରରେ ତିଆରି ମିଶ୍ରଣ,ଗାୟବ ହୋଇଯିବ କଳାଦାଗ ବ୍ରଣ ।

The Hindu
34

ପାନ ଖାଇବାକୁ ତ ଅଧିକାଂଶ ଲୋକ ପସନ୍ଦ କରନ୍ତି କିନ୍ତୁ ଆପଣ ଜାଣନ୍ତିକି ଏହା ଆପଣଙ୍କ ତ୍ୱଚାର ମଧ୍ୟ ଯତ୍ନ ନେଇଥାଏ । ଆପଣଙ୍କ ମୁହଁରେ ହେଉଥିବା ଜିଦିଆ ବ୍ରଣକୁ ମଧ୍ୟ ଭଲ କରିବାରେ ସହାୟକ ହୋଇଥାଏ ପାନ ପତ୍ର । କେବଳ ସେତିକି ନୁହେଁ ମୁହଁରେ ଥିବା କଳାଦାଗରୁ ମଧ୍ୟ ମୁକ୍ତି ଦେବ ପାନପତ୍ର ।ଯଦି ଆପଣ ମଧ୍ୟ ଏହାର ବ୍ୟବହାର ଶିଖିଯିବେ ତେବେ ନିହାତି ଭାବରେ ଆପଣ ସାମ୍ନା କରୁଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ ।

ପ୍ରଥମେ ପାନପତ୍ରକୁ ଭଲ ଭାବରେ ଦେଶଇ ଦିଅନ୍ତୁ । ୩ରୁ ୪ଟି ପାନ ପତ୍ରକୁ ବାଟନ୍ତୁ ଏବଂ ସେଥିରେ ଦୁଇ ଚାମଚ ହଳଦୀ ପକାନ୍ତୁ । ଏହାକୁ ଦାଗ ଉପରେ ଲଗାଇବା ସହିତ ସମଗ୍ର ମୁହଁରେ ଲଗାନ୍ତୁ । ଏହା ଦ୍ୱାରା ବ୍ରଣ ଛୁମନ୍ତର ହୋଇଯିବ । ଦିନକୁ ଥରେ ବା ଦୁଇ ଥର ଏହାକୁ ମୁହଁରେ ଲଗାନ୍ତୁ,ତିନି ଦିନରେ ଆପଣ ଫଳାଫଳା ଦେଖିବା ଆରମ୍ଭ କରିବେ ।

ଯଦି ମୁହଁରେ ବ୍ରଣ ବାହାରିବା ଆରମ୍ଭ ହେଉଛି ରାତିରେ ସେହି ସ୍ଥାନରେ ସାମାନ୍ୟ ଟୁଥବେଷ୍ଟ ଲଗାଇ ଶୋଇ ପଡ଼ନ୍ତୁ । ସକାଳେ ଦେଖିବେ ଏହା ଗାୟବ ହୋଇ ଯାଇଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More