Only for Entertainment

ତମ୍ବା ବାସନର ଏତେ ଉପକାରୀ ଗୁଣ ବିଷୟରେ ଜାଣିଲେ ଆପଣ ଅନ୍ୟ ସମସ୍ତ ବାସନକୁ ଛାଡ଼ିଦେବେ ।

youtube
29

ଆପଣ ଭାବୁଥିବେ ବାସନ ତ ବାସନ ସିଏ ପୁଣି ତମ୍ବା ବାସନ କ’ଣ ପାଇଁ । କିନ୍ତୁ ଥରେ ମାତ୍ର ମନେ ପକାନ୍ତୁ ଆପଣ କେବେ ନା କେବେ ଶୁଣିଥିବେଯେ ମାଟି ପାତ୍ର ଆଦିରେ ଖାଇବା ଏବଂ ଜଳ ପିଇବା ଦ୍ୱାରା ଶରୀରରୁ କେତେକ ରୋଗ ଦୂର ହୋଇ ଯାଇଥାଏ । ଠିକ ସେହିଭଳି ହେଉଛି ତମ୍ବା ବାସନ । ତମ୍ବା ବାସନରେ ମାଟି ପାତ୍ର ଭଳିି ଖୁବ ସାରା ଉପକାରୀ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ।

ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ରଖି ସକାଳେ ଏହି ପାଣି ପିଇବାକୁ ଅନେକ ପରାମର୍ଶ ଦେବାର ଶୁଣିଥିବେ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ପରାମର୍ଶ ପଛରେ କ’ଣ ରହିଛି କାରଣ? ଆସନ୍ତୁ ଜାଣିବା..

ତମ୍ବା ପାତ୍ରର ପାଣି ପିଇବା ଦ୍ବାରା ପାଚନ କ୍ରିୟା ସଠିକ୍ ଭାବରେ ହୋଇଥାଏ ।
ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାୟକ ହୁଏ ।
ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ରକ୍ତରେ କୋଲେଷ୍ଟର ମାତ୍ରା ମଧ୍ୟ କମ୍ କରେ ।
ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ବାରା ହୃଦଘାତ ଜନିତ ଆଶଙ୍କା କମ୍ ଥାଏ ।
ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ମୋଟାପଣ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ ।
ଏହା ଦ୍ବାରା ଏନିମିୟା ରୋଗରୁ ମଧ୍ୟ ଉପଶମ ମିଳିଥାଏ ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତମ୍ବାରେ କର୍କଟ ରୋଗ ନିରୋଧୀ ତତ୍ତ୍ବ ରହିଛି । ତେଣୁ ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ବାରା କର୍କଟ ରୋଗକୁ ଆରମ୍ଭରୁ ରୋକା ଯାଇ ପାରିବ ।
ନିୟମତି ତମ୍ବା ପାତ୍ର ପାଣି ପିଇବା ଦ୍ବାରା ଶରୀରର ପୀଡା, ଆଣ୍ଠୁଗଣ୍ଠି ବିନ୍ଧା ଓ ଫୁଲା ରୋଗ ହୋଇନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More