Only for Entertainment

ପୁରୁଷଙ୍କ ପାଇଁ ଉପକାରୀ ଗୁଜୁରାତି,ଶୋଇବା ପୂର୍ବରୁ ଏହିଭଳି ଖାଆନ୍ତୁ,ସଂପର୍କରେ ଆସିବ ନିବିଡ଼ତା ।

youtube
45

ଗୁଜୁରାତି ପ୍ରତ୍ୟେକ ଘରେ ଉପଲବ୍ଧ । ମସଲା ଠାରୁ ଆରମ୍ଭ କରି ଚା ପର୍ଯ୍ୟନ୍ତ ପ୍ରତ୍ୟେକରେ ଏହାକୁ ବ୍ୟବହାର କରିବା ଦ୍ୱାରା ସୁଗନ୍ଧ ହୋଇଥାଏ ଏବଂ ଏହା ସହିତ ସ୍ୱାଦ ମଧ୍ୟ ଦ୍ୱିଗୁଣିତ ହୋଇଥାଏ । ଏହାକୁ କେହି କେହି ମାଉଥ ଫ୍ରେଶନର ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଏହିଠାରେ ଶେଷ ହେଉନାହିଁ ଏହାର ଗୁଣ ।

ଗୁଜୁରାତିରେ ରକ୍ତଚାପ ନିୟନ୍ତ୍ରଣର ଗୁଣ ଭରି ରହିଛି । ଏହାର କାରଣ ହେଉଛି ଏଥିରେ ପୋଟାସିୟମ ଏବଂ ଫାଇବର ଭରି ରହିଥାଏ ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ ।ରକ୍ତଚାପ ରୋଗୀଙ୍କୁ ଖାଇବା ପରେ ଗୁଜୁରାତି ଖାଇବା ଉଚିତ । ଏହାକୁ ଅଧିକ ଖାଇବା ମଧ୍ୟ ସ୍ୱାସ୍ଥ୍ୟପକ୍ଷେ ଭଲ ନୁହେଁ । ଏହା ଦୁଇ ପ୍ରକାରର । ବଡ଼ ଏବଂ ଛୋଟ ଗୁଜୁରାତି ।

ଗୁଜୁରାତିକୁ ଦୁଗ୍ଧରେ ପକାଇ ଫୁଟାନ୍ତୁ ଏବଂ ସେଥିରେ ମହୁ ମିଶାଇ ରାତିରେ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ସେକ୍ସ ପାୱାର ବଢିଥାଏ ଏବଂ ନପୁଂସକତାରୁ ମଧ୍ୟ ରକ୍ଷା ମିଳିଥାଏ ।ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ବଢାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More