Only for Entertainment

ହିଲ ଷ୍ଟେସନ ନୁହେଁ ଏହି ବିଚରେ ଛୁଟି କଟାନ୍ତୁ ।

aajtak
0 76

ଭାରତ ଏଭଳି ଏକ ଦେଶ ଯେଉଁଠାକୁ ବୁଲିବା ପାଇଁ କୋଣ ପ୍ରତିକୋଣରୁ ଲୋକମାନେ ଆସିଥାନ୍ତି । ଟ୍ରାଭେଲ କରିବାକୁ ସମସ୍ତେ ପସନ୍ଦ କରନ୍ତି । ଭାରତରେ ଏଭଳି କିଛି ସ୍ଥାନ ରହିଛି ଯାହା ଦେଖିବାକୁ ସୁନ୍ଦ ଏବଂ ସେଠାରେ ବୁଲିଲେ ଶାନ୍ତି ଅନୁଭବ ହୋଇଥାଏ । ଚାଲନ୍ତୁ ତାହା ଉପରେ ନଜର ପକାଇବା ।


କୋବାଲମ ବିଚ କେରଳରେ ଖୁବ ପ୍ରସିଦ୍ଧ । ଏହା ୩ଟି ବିଚର ସଂଯୋଗ ସ୍ଥାନ । ଏହା ତିରୁବନ୍ତପୁରମ ଠାରୁ ୧୮ କିମି ଦୂରରେ ।

ମହାରାଷ୍ଟ୍ରର ଜୁହୁ ବିଚ ମଧ୍ୟ ସେହିଭଳି ଏକ ସ୍ଥାନ । ମହାରାଷ୍ଟ୍ରର ଅନ୍ୟ ବିଚ ମାନଙ୍କ ଠାରୁ ଏହା ସଂପୂର୍ଣ୍ଣ ନିଆରା । ବିଚକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହା ଜନ୍ନତ କିଛି କମ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More