Only for Entertainment

ବେବଫା ବ୍ୟୁଟି ହୋଇ ପରଦାକୁ ଫେରୁଛନ୍ତି ରଂଗୀଲା ଗର୍ଲ । ଦେଖନ୍ତୁ ଭିଡିଓ ।

deccan chronicle
0 103

ଉର୍ମିଲା ମାତୁଣ୍ଡକର ରୂପେଲି ପରଦାରେ ଅନେକ ଦିନ ବ୍ୟବଧାନ ପରେ ପୁଣି ଫେରିଛନ୍ତି । ଏହି ରଂଗୀଲା ଗାର୍ଲ ଇରଫାନ ଖାନଙ୍କ ଫିଲ୍ମ ‘ବ୍ଲାକମେଲ’ରେ ଏକ ଆଇଟମ ନମ୍ବରରେ ନଜର ଆସିଛନ୍ତି । ଏହାର ସୂଚନା ନିଜେ ଉର୍ମିଲା ଇନଷ୍ଟାଗ୍ରାମରେ ଜଣାଇଥିଲେ । ମାତ୍ର ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କର ବେବଫା ବ୍ୟୁଟି ଗୀତ ରିଲିଜ ହୋଇଯାଇଛି । ଏହି ଫିଲ୍ମ ଅପ୍ରେଲ ୬ରେ ପରଦାରେ ଆସିବାକୁ ଯାଉଛି । ଏବେ ଦେଖିବା ଲାଗି ବାକି ରହିଲା ଯେ ଦର୍ଶକ ମାନେ ଏହାକୁ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ।

ଦେଖନ୍ତୁ ଏହାର ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More