Only for Entertainment

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜେନିଫରଙ୍କୁ ନେଇ ଚର୍ଚ୍ଚା, ଦର୍ଶକଙ୍କ ମନ ଜିଣିଲା ଅଭିନେତ୍ରୀଙ୍କ କ୍ୟୁଟ ଅନ୍ଦାଜ

laughing colour
22

ଟିଭିର ବହୁ ଚର୍ଚ୍ଚିତ ଜଣାଶୁଣା ଚେହେରା ମାନଙ୍କ ମଧ୍ୟରୁ ଜେନିଫର ୱିଙ୍ଗେଟ ଜଣେ । ସାକାଲାକା ବୁମବୁମ ଠାରୁ ଆରମ୍ଭ କରି ସରସ୍ୱତୀ ଚନ୍ଦ୍ର, ବେହଦ, ବେପନହା ଭଳି ମେଗା ଧାରାବାହିକରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ଜେନିଫର । ତାଙ୍କର ପ୍ରତ୍ୟେକଟି ଚରିତ୍ରକୁ ଖୁବ ପ୍ରଶଂସା କରାଯାଇଛି । କେବଳ ସେତିକି ନୁହେଁ ଜେନିଫରଙ୍କ ଅଭିନୀତ ପ୍ରତ୍ୟେକଟି ରୋଲ ଖୁବ ଚ୍ୟାଲେଂଜିଙ୍ଗ୍ । କିନ୍ତୁ ନିଜ ପ୍ରୋଫେସନାଲ ଲାଇଫରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ବ୍ୟକ୍ତିଗତ ଜୀବନରେ କିଭଳି ଅନ୍ୟ ମାନଙ୍କ ସହିତ ନିଜକୁ ଯୋଡ଼ି ହେବ ଏବଂ ଖୁସିରେ ରହି ହେବ ତାହା ଏହି ବିୟୁଟି କ୍ୱିନଙ୍କୁ ବେଶ୍ ଭଲ ଭାବରେ ଜଣା । ତେବେ କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ସବୁଠାରୁ ଅଧିକ ଆକର୍ଷଣ କରେ ତାଙ୍କ ହସ ହସ ମୁହଁ ।

 

 

View this post on Instagram

 

Jennifer with a @vajanianeri ❤ – @jenniferwinget1 #jenniferwinget #jenniferwinget1 #jennifeerwinget #bollywood

A post shared by Jennifer Winget (@jennifeerwinget) on

 

View this post on Instagram

 

Love you cutie 😅😘❤ @jenniferwinget1 #jenniferwinget

A post shared by Jennifer Winget (@jenniferwinget_only) on

 

View this post on Instagram

 

Look at to this my baby ❤ @jenniferwinget1 at simmer’s wedding #JenniferWinget

A post shared by Jennymyangel (@jennmyangel) on

ନିକଟରେ ଜେନିଫର ତାଙ୍କର ଏକ ସାଙ୍ଗଙ୍କ ବିବାହରେ ପହଂଚିଥିଲେ । ଯେଉଁଠାରେ ତାଙ୍କ ସହିତ ନଜର ଆସିଛନ୍ତି ବେହଦ ଅଭିନେତ୍ରୀ ଅନେରୀ ଭଜାନୀ । ସବୁଠାରୁ ଖାସ କଥା ହେଉଛି ଦୁଇଜଣଙ୍କ କେମେଷ୍ଟ୍ରି ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । ଫଟୋ ଏବଂ ଭିଡ଼ିଓରେ ଜେନିଫରଙ୍କୁ କ୍ୟୁଟ ଅନ୍ଦାଜରେ ଦେଖିବାକୁ ମିଳିଛି । ତାଙ୍କର ଏହି ସୁନ୍ଦର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଇଂଷ୍ଟାଗ୍ରାମରେ ଫଟୋ ଶେୟାର କରି ଜେନିଫର ଜଣାଇ ଦେଇଛନ୍ତିଯେ ସେ ତାଙ୍କ ବନ୍ଧୁତାକୁ କେତେ ଗୁରୁତ୍ୱ ଦିଅନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More