Only for Entertainment

ଜନଙ୍କ ପରମାଣୁକୁ ଡରିଲେ ଅନୀଲ କପୁରଙ୍କ ପୁଅ ! ଭଉଣୀ ସୋନମଙ୍କ ସହ ରିଲିଜ ହେବ ହର୍ଷଙ୍କ ଫିଲ୍ମ । 

timesnow
0 35

୨୫ମେ’ରେ ରିଲିଜ ହେବାକୁ ଥିବା ‘ଭାବେଶ ଜୋଶୀ ସୁପରହିରୋ’ଫିଲ୍ମ ରିଲିଜ ତାରିଖ ଘୁଂଚିଲା । ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ଫିଲ୍ମ ଏବେ ଭଉଣୀ ସୋନମ କପୁରଙ୍କ ଫିଲ୍ମ ‘ବୀରେ ଦି ୱେଡିଂ’ଫିଲ୍ମ ସହ ରିଲିଜ ହେବ । ସୋନମ କପୁର ଏବଂ ହର୍ଷବର୍ଦ୍ଧନ କପୁରଙ୍କ ଫିଲ୍ମ ଜୁନ ୧ରେ ପରଦାକୁ ଆସିବ ।

ଏଠାରେ ଆମେ କହି ରଖୁଛୁ ଯେ ‘ଭାବେଶ ଜୋଶୀ ସୁପରହିରୋ’ ୨୫ମଇରେ ରିଲିଜ ହେବାର ଥିଲା । ମାତ୍ର ଏହି ଦିନରେ ଜନଙ୍କ ପରମାଣୁ ରିଲିଜ ହେବାକୁ ଯାଉଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ନିର୍ମାତା ବକ୍ସ ଅଫିସରେ ପରମାଣୁରେ ଟକ୍କର ଦେବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଏହି କାରଣରୁ ନିର୍ମାତା ଫିଲ୍ମ ଡେଟ ଘୁଂଚାଇ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More