Only for Entertainment

ଭୋଜପୁରୀ ସେନସେସନ ମୋନାଲିସାଙ୍କ ବୋଲ୍ଡ ଫଟୋ ।

indiatv
26

ବିଗବସ ୧୨ରେ ସାରା ଭାରତରେ ପରିଚିତ ହୋଇଥିବା ମୋନାଲିସା ଏବେ ଟିଭି ଶୋ ଡାୟନରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ।

ଇଂଷ୍ଟ୍ରାାମରେ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଖୁବ ଅଧିକ ।

ସେ ସବୁବେଳେ ତାଙ୍କ କିଲର ସୋସିଆଲ ମିଡିଆ ପୋଷ୍ଟରେ ଫ୍ୟାନ୍ସଙ୍କୁ ଦିୱାନା କରନ୍ତି ।

ମୋନାଲିସା ଭୋଜପୁରୀର ସେକ୍ସି ଡ୍ୟାନ୍ସ ପାଇଁ ଖୁବ ପ୍ରସିଦ୍ଧ ।

ନିକଟରେ ସେ ତାଙ୍କ ପତି ଏବଂ ବନ୍ଧୁ ମାନଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More