Only for Entertainment

ମହାଶିବରାତ୍ରୀରେ ମନ୍ଦିରକୁ ଏଭଳି ଲୁକରେ ପହଂଚିଲେ ରବି କିଶନ, ସେଲ୍ଫି ପାଇଁ ବଢିଲା ଭିଡ !

35

ବଲିଉଡ ଏବଂ ଭୋଜପୁରୀ ଫିଲ୍ମ ସୁପରଷ୍ଟାର ରବି କିଶନ ମଧ୍ୟ ଭଗବାନ ଶିବଙ୍କ ଭକ୍ତ ଅଟନ୍ତି । ଏହିଭଳି ମହାଶିବରାତ୍ରୀ ମଉକାରେ ତାଙ୍କ ଦର୍ଶନ କରିବା ଲାଗି କିଭଳି ନଯିବେ । ସେ ରାଂଚୀର ପାହାଡ ସ୍ଥିତ ଏକ ଶିବ ମନ୍ଦିରରେ ଦର୍ଶନ ପାଇଁ ପହଂଚିଛନ୍ତି । ଏହାସହ ସେ ଫେସବୁକ ଲାଇଭ ଜରିଆରେ ସମସ୍ତଙ୍କୁ ଶିବରାତ୍ରୀର ଶୁଭକାମନା ମଧ୍ୟ ଜଣାଇଛନ୍ତି ।
କିନ୍ତୁ ଏହାପୂର୍ବରୁ ସେ ମନ୍ଦିରରେ ପହଂଚନ୍ତୁ ତାଙ୍କୁ ଫ୍ୟାନମାନେ ଘେରି ଯାଇଥିଲେ । ସୁପରଷ୍ଟାରଙ୍କୁ ପାଖରେ ପାଇଁ ଲୋକମାନେ ଉତ୍ସାହିତ ହୋଇପଡିଥିଲେ । ସମସ୍ତେ ରବି କିଶନଙ୍କ ସହ ସେଲ୍ଫି ନେଇଥିଲେ ।

ଭିଡ ଦେଖି ରବି କିଶନ ବିଲକୁଲ ଚିନ୍ତିତ ହୋଇନଥିଲେ ଏହା ସହ ଫେସବୁକ ଲାଇଭରେ ମଧ୍ୟ ପ୍ରଶଂସକ ମାନଙ୍କ ସହ କଥା ହୋଇଥିଲେ ।

ଏହି ଶିବରାତ୍ରୀ ତାଙ୍କ ପାଇଁ ଖୁବ ଖାସ ମଧ୍ୟ , କାରଣ ତାଙ୍କ ଝିଅ ରିବା ଖୁବ ଶୀଘ୍ର ବଲିଉଡରେ ଏଂଟ୍ରି କରିବାକୁ ଯାଉଛନ୍ତି । ଏହିକାରଣରୁ ସେ ଝିଅର ସଫଳତା ପାଇଁ ମଧ୍ୟ ଭଗବାନଙ୍କ ପାଖରେ କାମନା କରିଥିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More