Only for Entertainment

ଲୋକଙ୍କୁ ଖୁବ ପସନ୍ଦ ଆସୁଛି ଭୋଜପୁରୀ ଗୀତର ଏହି ଅନ୍ଦାଜ ।

zeenews
0 50

ରୋହତାଶଙ୍କ ଲାଲ ଅଙ୍କୁଶ ଏବଂ ରାଜାଙ୍କ ଗୀତର ଏକ ଆଲବମ ଏବେ ଇଂଟରନେଟରେ ଖୁବ ଧୁମ ମଚାଇଛି । ଏହି ସମସ୍ତ ଗୀତର ଖାସ ଅନ୍ଦାଜ ହେଉଛିଯେ ସମସ୍ତ ଗୀତକୁ ଏକ ଭିନ୍ନ ଅନ୍ଦାଜରେ ଉପସ୍ଥାପନା କରାଯାଇଛି । ନିକଟରେ ଏକ ନୂଆ ଗୀତ ‘ହରଦୀ ଜଇସେ ପାତର ନ’ୟୁଟ୍ୟୁବରେ ରିଲିଜ କରାଯାଇଛି । ଏହି ଗୀତ ରିଲିଜ ହେବା ମାତ୍ରେ ଅଙ୍କୁଶ ପୁଣିଥରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଛନ୍ତି ।

ଗୀତଟି ୨୭ ଅପ୍ରେଲକୁ ରିଲିଜ ହୋଇଛି । ୭ ଦିନରେ ଏହି ଭିଡିଓକୁ ୮ଲକ୍ଷ ୧୮ ହଜାର ୧୫୪ ଥର ଦେଖାସରିଛି । ୭୦୦୦ରୁ ଅଧିକ ଲାଇକ ମିଳିଛି । ଏହା ପୂର୍ବରୁ ଅଙ୍କୁଶ ‘ଦୁହ୍ଲା ସରାବୀ’ ଖୁବ ଧୁମ ମଚାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More