Only for Entertainment

ବିଗବସ ପ୍ରତିଯୋଗୀଙ୍କ ରିୟୁନିଅନ, ସୋମି-ଦୀପକଙ୍କ ମ୍ୟୁଜିକ ଭିଡ଼ିଓ ଲଂଚ ।

aajtak
32

୧୦ ଜୁନକୁ ବିବଗସ ୧୨ ପ୍ରତିଯୋଗୀଙ୍କ ରିୟୁନିଅନ ହୋଇଥିଲା । ସୋମି ଖାନ, ସବା ଖାନ, ଦୀପକ ଠାକୁର ଓ ଅନୁପ ଜଲୋଟାଙ୍କର ସାକ୍ଷାତ ହୋଇଥିଲା । ଏହି ଦିନ ଦୁଇଟି କାରଣରୁ ଖାସ ଥିଲା । ପ୍ରଥମ ମିକା ସିଂଙ୍କ ଜନ୍ମଦିନ ଏବଂ ଦ୍ୱିତୀୟଟି ହେଉଛି ସୋମି ଏବଂ ଦୀପକଙ୍କ ମ୍ୟୁଜିକ ଭିଡ଼ିଓ ଲଂଚ । କମେଡ଼ିଆନ କୃଷ୍ଣା ଅଭିଷେକଙ୍କ ସହିତ ୱେଷ୍ଟର୍ଣ୍ଣ ଲୁକରେ ସୋମି ଏବଂ ସବା ଖାନଙ୍କ ଷ୍ଟନିଙ୍ଗ ଲୁକ ନଜର ଆସିଛି ।

କେସରିୟା ବାଲମ ହେଉଛି ଦୀପକ ଏବଂ ସୋମିଙ୍କ ପ୍ରଥମ ମ୍ୟୁଜିକ ଆଲବମ । ଦୁଇଜଣଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଗୀତକୁ ଅନୁପ ଜଲୋଟା,ରୀନା ମେହତା ଏବଂ ଶୀଖର କୁମାର ଗାଇଛନ୍ତି । ଦୁଇ ଦିନ ପୂର୍ବରୁ ଲଂଚ ହୋଇଥିବା ଏହି ଗୀତକୁ ୬,୩୯,୪୨୩ ଭ୍ୟୁଜ ମିଳି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More