Only for Entertainment

ଗାଁରେ ପହଂଚି ଶ୍ରୀସନ୍ଥଙ୍କ ପାଇଁ ଗୀତ ଗାଇଲେ ଦୀପକ ଠାକୁର, ଦେଖନ୍ତୁ ଭିଡ଼ିଓ ।

aajtak
36

ବିିଗବସ ପ୍ରତିଯୋଗୀ ଦୀପକ ଠାକୁର ଶୋ’ରୁ ୨୦ ଲକ୍ଷ ଟଙ୍କା ନେଇ ବାହାରିଗଲେ । ଯେତେବେଳେ ସେ ତାଙ୍କ ଗାଁ ଆଥରରେ ପହଂଚିଥିଲେ ଲୋକ ତାଙ୍କୁ ଖୁବ ଧୁମଧାମରେ ସ୍ୱାଗତ କଲେ । ଏବେ ତାଙ୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛିଯେ ଦୀପକ ଗାଁରେ ପହଂଚି ଗୀତ ଗାଉଛନ୍ତି ।

 

View this post on Instagram

 

@sreesanthnair36 Dholuuuuuu? ?

A post shared by Deepak Thakur (@ideepakthakur) on

ଗାଁ ଲୋକଙ୍କ ଅଭିଳାଷ ଅନୁସାରେ ସେ ଗୀତ ଗାଇଲେ । ତେବେ ଶୋ ମଧ୍ୟରେ ସେ ଶ୍ରୀସନ୍ଥଙ୍କ ପାଇଁ ଯେଉଁ ଗୀତ ପ୍ରସ୍ତୁତ କରିଥିଲେ ସେହି ଗୀତକୁ ସେ ଗାଁ ଲୋକଙ୍କ ସାମ୍ନାରେ ଗାଇ ଶୁଣାଇଲେ । ଭିଡ଼ିଓରେ ଦୀପକ କହୁଛନ୍ତି ଶ୍ରୀସନ୍ଥ ଭାଇ ଆପଣଙ୍କ ପାଇଁ ପ୍ରସ୍ତୁତ କରିଥିବା ଗୀତ ଘର ଭିତରେ ଭାଇରାଲ ହେଲା ଏବଂ ଘର ବାହାରେ ମଧ୍ୟ । ଗାଁ ଲୋକ ତାଙ୍କ ଗୀତକୁ ଉପଭୋଗ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଖେଳିଯାଇଛି ଦୀପକଙ୍କ ଏହି ଭିଡ଼ିଓ । ଶୋ ମଧ୍ୟରେ ଥାଇ ଦୀପକ ଗୀତ ଗାଇ ସମସ୍ତଙ୍କ ମନୋରଂଜନ କରିଛନ୍ତି ।

କହିରଖୁଛୁଯେ ଟପ ଥ୍ରିରେ ପହଂଚିବା ପରେ ଦୀପକ ଗେମରୁ କ୍ୱିଟ କରିଦେଲେ । ୨୦ ଲକ୍ଷ ପ୍ରାଇଜ ମନି ସହିତ ଶୋ ଛାଡ଼ିଦେଲେ । ଆର୍ଥିକ ରୂପରେ ଦୀପକ ଗରୀବ ପରିବାରରୁ ଆସିଛନ୍ତି । ତେଣୁ ଭଉଣୀର ବାହାଘର କଥାକୁ ଆଖି ସାମ୍ନାରେ ରଖି ସେ ଗେମରୁ ବାହାରି ଆସିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More