Only for Entertainment

ନେହା ଏବଂ ଦୀପିକାଙ୍କୁ ଲାଗିଲା ରୋମିଲଙ୍କ ନଜର ଖରାପ, ଦେଖନ୍ତୁ ଭିଡିଓ !

tweeter
0 52

ବିଗବସ୧୨’ର ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଆସିଲାଣି । ଲାଗୁଛି ଘର ଲୋକ ସମସ୍ତେ ସମସ୍ତଙ୍କ ସହ ମିଶିବାକୁ ଆରମ୍ଭ କଲେଣି । ବିଗବସ ଶୋ ମେକର୍ସ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ନେହା ଏବଂ ଦୀପିକା ଘର ସଦସ୍ୟ ରୋମିଲଙ୍କ ସମ୍ପର୍କରେ କଥା ହେଉଛନ୍ତି । ଦୁହିଁଙ୍କ କଥାବାର୍ତ୍ତ ମଧ୍ୟରେ ଦୀପିକା ସେଠାରେ ଉପସ୍ଥିତ ରହି କଥା ଶୁଣୁଛନ୍ତି । ଦୀପିକାଙ୍କ କହିବା ମୁତାବକ ରୋମିଲଙ୍କ ବ୍ୟବହାର ଆରମ୍ଭରୁ ଅଜବ । ତାଙ୍କର ସମସ୍ତଙ୍କୁ ଦେଖିବା ଅନ୍ଦାଜ ଟିକେ ଅଲଗା ।

ଏହି କଥାରୁ ନେହା ମଧ୍ୟ ନିଜର ସହମତି ପ୍ରକାଶ କରିଛନ୍ତି । ଦୀପିକା ଆଗକୁ କହିଛନ୍ତି ଯେ ରୋମିଲ ହୁଏତ ଘରଲୋକଙ୍କୁ ଏମିତି ଚାହିଁ ପଢିବାକୁ ଚେଷ୍ଟା କରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ, ବିଗବସ୧୨ରେ ନୂଆ କ୍ୟାପଟେନ ନେହା ହୋଇଛନ୍ତି । କରଣବୀର ଏବଂ ତାଙ୍କ ମଧ୍ୟରେ ଟକ୍କର ହୋଇଥିଲେ ଯେଉଁଥିରେ ନେହା ବାଜି ମାରି ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More