Only for Entertainment

ସପ୍ନା ଚୌଧରୀଙ୍କ ଗ୍ଲାମରସ ଲୁକ, ୱେଷ୍ଟର୍ଣ୍ଣ ଆଉଟଫିଟରେ ଲୁକ ଭାଇରାଲ ।

aajtak
48

ବିଗବସ୧୧ର ପ୍ରତିଯୋଗୀ ସପ୍ନା ଚୌଧରୀ ରିଆଲିଟି ଶୋ’ରୁ ଫେରିବା ପରେ ନିଜର ଲୁକକୁ ନେଇ ଖୁବ ସାରା ପରିବର୍ତ୍ତନ କରିଛନ୍ତି । ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ତାଙ୍କ ଗ୍ଲାମରସ ଲୁକ ଦେଖିବାକୁ ମିଳେ । କେବଳ ସେତିକି ନୁହେଁ ସପ୍ନାଙ୍କ ଡ୍ୟାନ୍ସ କରିଥିବା କୌଣସି ମଧ୍ୟ ଭିଡ଼ିଓ ଖୁବ କମ ସମୟରେ ଭାଇରାଲ ହୋଇଯାଏ । ତେବେ ନିକଟରେ ପୁଣି ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ସପ୍ନା ୱେଷ୍ଟର୍ଣ୍ଣ ଲୁକରେ ନଜର ଆସିଛନ୍ତି ।

ୱେଷ୍ଟର୍ଣ୍ଣ ଲୁକରେ ସପ୍ନାଙ୍କ ସ୍ୱାଗ ଲୁକ ନଜର ଆସିଛି । ପୂର୍ବରୁ ସାଲୱାର ସୁଟରେ ନଜର ଆସୁଥିବା ସପ୍ନା ଏବେ ପୂର୍ବ ଭଳି ନାହାଁନ୍ତି । ବଦଳି ଯାଇଛି ତାଙ୍କ ଲାଇଫଷ୍ଟାଇଲ । ଫଟୋ ଶେୟାର କରି ଫ୍ୟାନଙ୍କୁ ଦିୱାନା କରୁଛନ୍ତି ସପ୍ନା । ଏବେ ପୂର୍ବାପେକ୍ଷା ସପ୍ନା ସ୍ଲିମ ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More