Only for Entertainment

ବିଗବସର ଏକ୍ସ କଂଟେଷ୍ଟେଂଟ ସୋନାଲୀ ପାଣିରେ ଲଗାଇଲେ ନିଆଁ, ଫଟୋରେ ନଜର ଆସିଲା କିଲର ଫିଗର !

38

ବିଗବସର ଏକ୍ସ କନଟେଷ୍ଟେଂଟ ସୋନାଲୀ ରାଉତ ଅନେକ ସମୟରେ ନିଜ ବୋଲ୍ଡ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ନିକଟରେ ସୋନାଲୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ସୋନାଲୀ ବ୍ଲାକ କଲର ମୋନୋକୋନୀରେ ହଟ ନଜର ଆସିଥିଲେ । ସୋନାଲୀ ସ୍ୱିମିଂ ପୁଲ ଭିତରେ ଖୁବ ମସ୍ତି କରୁଥିବାର କିଛି ଫଟୋ କ୍ଲିକ ହୋଇ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ସୋନାଲୀଙ୍କ ଏହି ଫଟୋ ଦେଖି ଆପଣ ଚାହିଁଲେ ବି ନଜର ହଟାଇ ପାରିବେନି । ସୋନାଲୀଙ୍କ ଫଟୋକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ବିଗବସ୮ରେ ସୋନାଲୀ ନିଜ ହଟ ଅନ୍ଦାଜ ପାଇଁ ଦର୍ଶକଙ୍କ ମନ କିଣି ପାରିଥିଲେ । ସୋନାଲୀ ବଲିଉଡରେ ଡେବ୍ୟୁ ୨୦୧୪ରେ ଆସିଥିବା ଫିଲ୍ମ ‘ଦ ଏକ୍ସପୋଜ’ରେ କରିଥିଲେ । ଏହାପରେ ଗ୍ରେଟ ଗ୍ରାଣ୍ଡ ମସ୍ତି’ରେ ନଜର ଆସିଥିଲେ ।

ସୋନାଲୀ କିଛିଦିନ ହେବ ଯଦିଓ ବଲିଉଡ ଫିଲ୍ମରେ ଅଧିକ ଆକ୍ଟିଭ ନାହାନ୍ତି, କିନ୍ତୁ ତାଙ୍କ ଉପସ୍ଥିତି ସୋସିଆଲ ମିଡିଆରେ ହଟ ଅନ୍ଦାଜ ଫଟୋରେ ସବୁବେଳେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More