Only for Entertainment

ମହାତ୍ମା ଗାନ୍ଧୀଙ୍କ ଉପରେ ବାୟୋପିକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି ସୁଧୀର ମିଶ୍ରା ।

punjab keasri
18

ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ସୁଧୀର ମିଶ୍ରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି । ନିକଟରେ ସୁଧୀର ମିଶ୍ରା ପ୍ରସିଦ୍ଧ ବଙ୍ଗାଳୀ ସାହିତ୍ୟକାର ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କାଳଜୟୀ ଉପନ୍ୟାସ ଦେବଦାସ ଉପରେ ଆଧାରିତ ଫିଲ୍ମ ଦାସଦେବ ନିର୍ମାଣ କରିଥିଲେ । ସେ ଏବେ ମହାତ୍ମା ଗାନ୍ଧୀଙ୍କ ଉପରେ ବାୟୋପିକ ନିର୍ମାଣ କରିବାକୁ ଚାହୁଁଛନ୍ତି ।

ସୁଧୀର ମିଶ୍ରାଙ୍କ କହିବା ଅନୁସାରେ ସେ ହୃଦୟରୁ ଏକ ବାୟୋପିକ ନିର୍ମାଣ କରିବାକୁ ଚାହୁଁଛନ୍ତି କିନ୍ତୁ ଲୁଚିକରି । ସେ ଏହା ସହିତ କହିଛନ୍ତିଯେ ଯଦି କେହି କରିବାକୁ ଦେବ ତ କରିବି । କାରଣ କୌଣସି ବଡ଼ ବ୍ୟକ୍ତିଙ୍କ ଉପରେ ଫିଲ୍ମ କରିବା ସମୟରେ ତାଙ୍କ ବଂଶଜ ତାଙ୍କ ଠିକାଦାର ହୋଇଯାଆନ୍ତି ।ତେବେ ସେ କେବେ ନା କେବେ ଏହି ଉପରେ ନିହାତି ଫିଲ୍ମ ନିର୍ମାଣ କରିବେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More