Only for Entertainment

କେବଳ ସର୍ଟ ପିନ୍ଧି ରାସ୍ତା ଉପରେ ବୁଲୁଥିବାର ନଜର ଆସିଲେ ବିପାଶା ।

bollywood tadka
33

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଦୀର୍ଘ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିି ପତି କରଣ ସିଂ ଗ୍ରୋଭରଙ୍କ ସହିତ ମୂଲ୍ୟବାନ ସମୟ ବିତାଉଛନ୍ତି । ଯଦିଓ ଦୁଇଜଣ ପରଦାରୁ ଦୂରେଇ ଅଛନ୍ତି ତଥାପି ଅଧିକାଂଶ ସମୟରେ ଉଭୟଙ୍କୁ ରେଷ୍ଟୁରାଂଟ ବାହାରେ ବା ଫରେନ ଭ୍ୟାକେସନରେ ଦେଖିବାକୁ ମିଳିଥାଏ । ନିକଟରେ ବିପାଶାଙ୍କୁ ପତି କରଣଙ୍କ ସହିତ ବାନ୍ଦ୍ରା ସଡ଼କ ଉପରେ ସ୍ପଟ କରାଯାଇଛି ।

ଏହି ସମୟରେ ବିପାଶା କେବଳ ଆର୍ମି ପ୍ରିଂଟେଡ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ନୋ ମେକଅପ ଲୁକରେ ବନ କରି ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି ବିପାଶା । କରଣ କଳା ଡ୍ରେସରେ କୁଲ ଅନ୍ଦାଗରେ ନଜର ଆସିଛନ୍ତି । ଏହି ଲାଟେଷ୍ଟ ଫଟୋରେ କରଣ ଏବଂ ବିପାଶାଙ୍କ ଖାସ ବଣ୍ଡିଂ ନଜର ଆସିଛି ।

ରାଜ ଏବଂ ଜିସ୍ମ ଭଳି ସୁପରହିଟ ଫିଲ୍ମ ଦେଇଥିବା ବିପାଶା ଦୀର୍ଘ ସମୟ ଧରି ଫିଲ୍ମରୁ ଦୂରେଇ ଅଛନ୍ତି । ଶେଷ ଥର ପାଇଁ ତାଙ୍କୁ ‘ଏଲୋନ’ରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More