Only for Entertainment

ଭାଲେଣ୍ଟାଇନ ଡେ’ରେ ପତି କରଣଙ୍କ ଲେଟର ପଢି ରୋମାଣ୍ଟିକ ହେଲେ ବିପାଶା, ସେୟାର କଲେ ଖାସ ଭିଡିଓ

bollywood tadka
100

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଭାଲେଣ୍ଟାଇନ ଅବସରରେ ଏକ ଖାସ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ପତି କରଣ ସିଂ ଗ୍ରୋଭରଙ୍କୁ କିସ୍ କରୁଥିବାର ନଜର ଆସିଛନ୍ତି । ଭଡିଓରେ ବିପାଶା ପତି କରଣଙ୍କ ଦ୍ୱାରା ଲେଖା ହୋଇଥିବା ଏକ ଲଭ ଲେଟରକୁ ମଧ୍ୟ ପଢୁଛନ୍ତି ।

ଭିଡିଓରେ ବିପାଶା ଲଭ ଲେଟର ପଢିବା ପରେ ଖବୁ ରୋମାଣ୍ଟିକ ଅନ୍ଦାଜରେ ପତି କରଣଙ୍କୁ ୱିଶ କରନ୍ତି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ‘ମୋ ପ୍ରିୟ କରଣ ଆମ ପ୍ରେମକୁ ଏତେ ସୁନ୍ଦର ଭାବେ ଶବ୍ଦରେ ପ୍ରକାଶ କଲେ । ମୁଁ ଦୁନିଆର ସବୁଠାରୁ ଲକି ଝିଅ । କରଣ ମୋ ଜୀବନକୁ ପ୍ରତ୍ୟେକ ଦିନ ଏବଂ ମୁହୂର୍ତ୍ତକୁ ସ୍ପେଶାଲ ଫିଲ କରାଇଥାନ୍ତି ।’

କହିରଖୁଛୁ ଯେ, ବିପାଶା ଏବଂ କରଣ ଲଭ ଷ୍ଟୋରୀ ହରର ଫିଲ୍ମ ଏଲୋଲରୁ ଆରମ୍ଭ ହୋଇଥିଲା । ଏହି କପଲ ୨୦୧୬ରେ ବିବାହ କରିଥିଲେ । ଦୁହେଁ ଏବେ ନିଜର ମ୍ୟାରେଡ ଲାଇଫକୁ ଏଞ୍ଜୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More