Only for Entertainment

ସୋସିଆଲ ମିଡିଆରେ ବାହୁବଲୀ ଅଭିନେତା ପ୍ରଭାସଙ୍କ ଜନ୍ମଦିନ ଶୁଭେଚ୍ଛାର ଛୁଟିଲା ସୁଅ !

46

ଆଜି ତଥା ଅକ୍ଟୋବର ୨୩ରେ ବାହୁବଲୀ ଅଭିନେତା ପ୍ରଭାସ ନିଜର ୪୦ତମ ଜନ୍ମଦିବସ ପାଳନ କରୁଛନ୍ତି । ଜନ୍ମଦିନରେ ସୋସିଆଲ ମିଡିଆରେ ଆଜି ପ୍ରଭାସଙ୍କ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିଛି ।

ପ୍ରଭାସଙ୍କ ବର୍ଥଡେକୁ ନେଇ ଫ୍ୟାନ୍ସମାନେ ନିଜର ଭଲ ପାଇବା ଏବଂ ସମ୍ମାନ ନିଜ ନିଜ ଢଙ୍ଗରେ ଦର୍ଶାଇଛନ୍ତି । କେବଳ ଭାରତରେ ନୁହେଁ ଜାପାନରେ ବି ଦେଖିବାକୁ ମିଳିଛି ପ୍ରଭାସଙ୍କ ପାଇଁ ଭଲ ପାଇବା ।

 

View this post on Instagram

 

My God #PRABHAS 🙏🙏 @actorprabhas #HappyBirthdayPrabhas❤️

A post shared by Prabhas Raju Uppalapati (@prabhas_team) on

 

View this post on Instagram

 

#HappyBirthdayPrabhas❤️ @actorprabhas

A post shared by Prabhas Raju Uppalapati (@prabhas_team) on

 

View this post on Instagram

 

#HappyBirthdayPrabhas❤️ 😘😍

A post shared by Prabhas Raju Uppalapati (@prabhas_team) on

 

View this post on Instagram

 

Japan Prabhas Fans #Prabhas B’day Celebrations 😍😍😍 @actorprabhas

A post shared by Prabhas Raju Uppalapati (@prabhas_team) on

କେହି ହାତ କାଟି ପ୍ରଭାସଙ୍କ ଫଟୋରେ ନିଜ ରକ୍ତର ତିଲକ ଲଗାଇଛନ୍ତି ତ କେହି ପ୍ରଭାସଙ୍କ ନାଁରେ ପୋଷ୍ଟର ମାରି ଏବଂ କେହି କେହି ପ୍ରଭାସଙ୍କ ସହ କେକ କାଟି ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଭାସଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିକଟରେ ‘ସାହୋ’ ଫିଲ୍ମ ରିଲିଜ ହୋଇଥିଲା । ଯାହା ବକ୍ସଅଫିସରେ ହିଟ ହୋଇଥିଲା । ମାତ୍ର ବାହୁବଲୀ ଭଳି ଏତେମାତ୍ରା ଏହି ଫିଲ୍ମକୁ ଦର୍ଶକ ଗ୍ରହଣ କରି ପାରିନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More