Only for Entertainment

ନେହା ଏବଂ ଅଙ୍ଗଦ ଲୁଚାଇଥିବା ବେଳେ ଜେଜେ ଶେୟାର କରିଦେଲେ ବେବିଗର୍ଲ ମେହେରର ଫଟୋ !

navbharattimes
52

ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କ ଘରକୁ ୧୮ନଭେମ୍ବରରେ ଏକ ବେବିଗର୍ଲ ଆସିଥିଲା । ମାତ୍ର ଏବେ ପର୍ଯ୍ୟନ୍ତ ଏହି ବେବି ଗର୍ଲର ଫଟୋ ନିଜ ବାପା ମା ଶେୟାର କରି ନଥିଲେ ଏବଂ ନିକଟରେ ନେହା ନିଜ ଝିଅ ସୁଜ ଫଟୋ ଅପଲୋଡ କରିଥିଲେ ।

 

View this post on Instagram

 

Waheguru MEHR Kare ??❤️ @nehadhupia

A post shared by Angad Bedi (@angadbedi) on

ମାତ୍ର ଏବେ ବେବିଗର୍ଲର ଜେଜେ ସୋସିଆଲ ଅକାଉଂଟରେ ଫଟୋ ଶେୟାର କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ନେହା ଏବଂ ଅଙ୍ଗଦଙ୍କ ଝିଅ ନାଁ ରହିଛି ମେହର ବେଦୀ । ଏହି ଫଟୋକୁ ଜେଜେ ବିଶନ ବେଦୀ ଶେୟାର କରି ଲେଖିଛନ୍ତି ଯେ ବ୍ୟୁଟି ମେହେର ଏବେ ଅଜା-ଆଇ ଏବଂ ଜେଜେବାପା-ଜେଜେମା’ ଙ୍କ ଆଉ ଏକ ଲାଇଫ ଲାଇନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More