Only for Entertainment

ଗୁରମିତଙ୍କ ଫ୍ୟାନ ନା ଶତ୍ରୁ । ଦେଲେ ମାରିବା ଏବଂ ମରିବାର ଧମକ । ଏହା ପ୍ରେମ,ହିଂସା ନା କ୍ରୋଧ?

india.com
0 47

ଗୁରମିତ ଚୌଧରୀଙ୍କୁ ଜଣେ ଏଭଳି ଫ୍ୟାନ ମିଳିଛନ୍ତି ଯିଏ ତାଙ୍କୁ ମାରିବାକୁ ଏବଂ ମରିବା ପାଇଁ ମଧ୍ୟ ପଛଘୁଂଚା ଦେଉନାହାଁନ୍ତି । ଗୁରମିତ ତାଙ୍କ ଟ୍ୱିଟର ଆକାଉଂଟରେ ଏହି ସୂଚନା ଦେଇଛନ୍ତି । ଫ୍ୟାନଙ୍କ ତରଫରୁ ମିଳିଥିବା ବ୍ଲ୍ାକମେଲିଂ ମେସେଜକୁ ସେ ସେୟାର କରିଛନ୍ତି ।


ଗୁରମିତ ଲେଖିଛନ୍ତିଯେ ସେ ସସସ୍ତ ଫ୍ୟାନଙ୍କୁ ଭଲ ପାଉଛନ୍ତି । କିନ୍ତୁ ଏଭଳି ବ୍ୟବହାର ଖୁବ ନିରାଶଜନକ ବୋଲି ସେ କହିଛନ୍ତି । ଏହା ସହିତ ଗୁରମିତ ତାଙ୍କର ଏହି ଫ୍ୟାନକୁ ଦେଖି ଡରି ଯାଇଛନ୍ତି ମଧ୍ୟ । ଅବଶ୍ୟ ସେ ତାଙ୍କ ଫ୍ୟାନଙ୍କୁ ଦେଖା କରି ଡେଟରେ ମଧ୍ୟ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More