Only for Entertainment

ଏହି ଗୀତ ଭାଙ୍ଗିଲା ଗଂଗନମ ଷ୍ଟାଇଲ ଗୀତର ରେକର୍ଡ !

57

ଗଂଗନମ ଷ୍ଟାଇଲ ସଙ୍ଗ ଯେତେବେଳେ ୟୁଟ୍ୟୁବରେ ରିଲିଜ ହୋଇଥିଲା , ତାହା ସାଙ୍ଗେ ସାଙ୍ଗେ ୟୁଟ୍ୟୁବରେ ଭାଇରାଲ ହୋଇଥିଲା । ଏହି ଗୀତ ଏବଂ ଏହାର ଡ୍ୟାନ୍ସ ଷ୍ଟେପ ଲୋକମାନେ ଖୁବ ପସନ୍ଦ କରିଥିଲେ । ଏହି ଗୀତରେ ୟୁଟ୍ୟୁବରେ ଯେତେ ଭ୍ୟୁ ସାଉଂଟିଥିଲା ନିଜର ଏକ ରେକର୍ଡ ବନାଇଥିଲା । କିନ୍ତୁ ଏବେ ଆଉ ଏକ ଗୀତ ରିଲିଜ ହୋଇଛି ଯାହା ଗଂଗନମ ଷ୍ଟାଇଲ ଗୀତର ମଧ୍ୟ ରେକର୍ଡ ଭାଙ୍ଗି ଦେଇଛି । ଏହି ରେକର୍ଡ ବନାଇଛି ଗୋଟେ ସାଉଥ କୋରିୟାଇ ପପ ବ୍ୟାଣ୍ଡ ।

ସାଉଥ କୋରିଆଇ ପପ ବ୍ୟାଣ୍ଡ ‘ବ୍ଲାକପିଙ୍କ’ ସବୁଠାରୁ କମ ସମୟରେ ୟୁଟ୍ୟୁବରେ ୧୦କୋଟି ଭ୍ୟୁ ରେକର୍ଡ ବନାଇଛି । ଏହି ବ୍ୟାଣ୍ଡ ‘LET’S KILL THIS LOVE ’ଗୀତ ପ୍ରସ୍ତୁତ କରି ଏହାକୁ ୟୁଟ୍ୟୁବରେ ଅପଲୋଡ କରିଛନ୍ତି । ଗୀତର ବୋଲ ଆପଣଙ୍କୁ ନିଶ୍ଚୟ ଅଜୀବ ଲାଗିବ ମାତ୍ର ଏହା ୟୁଟ୍ୟୁବରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଗୀତରେ ପପଷ୍ଟାର ସାଇ ଏବଂ ଆରିୟାନା ଗ୍ରାନ୍ଦେଙ୍କ ରେକର୍ଡ ଭାଙ୍ଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More