Only for Entertainment

ବ୍ଲଡ ଗ୍ରୁପ କହିଥାଏ ମଣିଷର ସ୍ୱଭାବ ।

en.bcdn.biz
0 35

ସମସ୍ତ ବ୍ୟକ୍ତିଙ୍କର ଭିନ୍ନ୍ ଭିନ୍ନ୍ ବ୍ଲଡ ଗ୍ରୁପ ରହିଥାଏ । ବ୍ଲଡ ଗ୍ରୁପ ଜରିଆରେ ମନୁଷ୍ୟର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜଣା ପଡିଥାଏ । ଏହାଛଡା ବ୍ଲଡ ଗ୍ରୁପ ଦ୍ୱାରା ଆପଣ କୌଣସି ବ୍ୟକ୍ତିର ପର୍ସନାଲିଟି ଜାଣିପାରିବେ । ବ୍ଲଡ ଗ୍ରୁପ ଦ୍ୱାରା ବ୍ୟକ୍ତିର ବ୍ୟବହାର ମଧ୍ୟ ଜଣାପଡିଥାଏ । କେଉଁ ବ୍ୟକ୍ତି କିଭଳି ବ୍ୟବହାର କରିବ ତାହା ବ୍ଲଡ ଗ୍ରୁପରେ ହିଁ ଛପି ରହିଥାଏ । ଆସନ୍ତୁ ବ୍ଲଡ ଗ୍ରୁପକୁ ନେଇ ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ପର୍କରେ କିଛି ତଥ୍ୟ ।

  • ଏ ବ୍ଲଡ ଗ୍ରୁପର ବ୍ୟକ୍ତି ଭଲ ରୋଲ ମଡେଲ :
    ଟାଇପ ଏ ବ୍ଲଡ ଗ୍ରୁପର ବ୍ୟକ୍ତିତ୍ୱ ଭଲ ରୋଲ ମଡେଲ ହୋଇଥାଆନ୍ତି । ଏହି ବ୍ଲଡ ଗ୍ରୁପର ଲୋକମାନେ ସମସ୍ତଙ୍କ ସହ ମିଶି ଚଳିବାକୁ ପସନ୍ଦ କରନ୍ତି । ଏହି ବ୍ଲଡ ଗ୍ରୁପର ବ୍ୟକ୍ତି ମାନଙ୍କ ସ୍ୱଭାବ ଅତ୍ୟନ୍ତ କୋମଳ , ସମ୍ବେନ୍ଦନଶୀଳ ଏବଂ ଭଲ ବନ୍ଧୁ ହୋଇପାରନ୍ତି । ସବୁଠାରୁ ଖାସ କଥା ହେଲା ଏହି ଗ୍ରୁପର ବ୍ୟକ୍ତି ନିଜ ପୂର୍ବରୁ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି । ଏବଂ ଏହି ବ୍ୟକ୍ତିତ୍ୱ ସମସ୍ତ ତଥ୍ୟକୁ ଅଧିକ ଭାବୁକ ହୋଇପଡନ୍ତି ।
  • ବି ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ସ୍ୱଭାବ :
    ବି ବ୍ଲଡ ଗ୍ରୁପ ବ୍ୟକ୍ତି ଲୋକମାନେ ଅନ୍ୟମାନଙ୍କ ସହ ଶୀଘ୍ର ମିଶି ଯାଆନ୍ତି । କିଛିମାତ୍ରାରେ ସ୍ୱାର୍ଥପର ଅଟନ୍ତି ଏବଂ ଏହି ଗ୍ରୁପର ବ୍ୟକ୍ତିତ୍ୱ କାହାକୁ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ ।
  • ଏବି ଗ୍ରୁପ ବ୍ୟକ୍ତିଙ୍କ ସ୍ୱଭାବ :
    ଏହି ବ୍ଲଡ ଗ୍ରୁପ ର ଲୋକମାନେ ଅଧିକତଃ ଶାନ୍ତ ସ୍ୱଭାବର ଅଟନ୍ତି । ଏବଂ ଏମାନେ ଅଧିକତଃ ଜ୍ଞାନୀ ଅଟନ୍ତି । ସହଜରେ ଏମାନେ କାହା ଉପରେ ଭରସା କରନ୍ତି ନାହିଁ ମାତ୍ର ଭଲ ବନ୍ଧୁ ବନାନ୍ତି । ହୃଦୟରୁ ପରିଷ୍କାର ଅଟନ୍ତି ଏହି ବ୍ୟକ୍ତି ।
  • ଓ ବ୍ଲଡ ଗ୍ରୁପ ବ୍ୟକ୍ତି ସକରାତ୍ସକ ଅଟନ୍ତି :
    ଏହି ବ୍ଲଡ ଗ୍ରୁପର ଲୋକମାନେ ଅଧିକ ସକରାତ୍ସକ ଏବଂ ଆତ୍ମବିଶ୍ୱାସୀ ଅଟନ୍ତି । ଏମାନଙ୍କ ମଧ୍ୟରେ ମୁଖ୍ୟ ହେବାର ଲକ୍ଷଣ ଦେଖିବାକୁ ମିଳିଥାଏ । ଏମାନେ ବହୁତ ପରିଶ୍ରମୀ ଏବଂ ସଫଳତା ହାସଲ କରିବାର କ୍ଷମତା ରଖିଥାଆନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More