Only for Entertainment

ପତ୍ନୀ ଏବଂ ପୁଅ ସହିତ ଆଉଟିଙ୍ଗରେ ବାହାରିଲେ ବବି ଦେଓଲ ।

aajtak
0 63

ବବି ଦେଓଲ ପୁଣିଥରେ ଫିଲ୍ମ ରେସ ଥ୍ରିରେ କ୍ୟାରିଅରକୁ ଚ୍ୟାଲେଂଜ ଦେଇଛନ୍ତି । ନିକଟରେ ସେ ତାଙ୍କ ପତ୍ନୀ ତାନ୍ୟାଙ୍କ ସହିତ ନଜର ଆସିଥିଲେ ।


ବବି ଦେଓଲଙ୍କ ପତ୍ନୀ ତାନ୍ୟା ଅନ୍ୟ ଷ୍ଟାର ଫ୍ୟାମିଲିଙ୍କ ଭଳି ଲାଇମଲାଇଟ ଠାରୁ ଦୂରରେ ରହିଥାନ୍ତି । ତେଣୁ ତାଙ୍କୁ ସେଲିବ୍ରେଟୀ ମାନଙ୍କ ପାର୍ଟିରେ କମ ଦେଖିବାକୁ ମିଳିଥାଏ ।


ବବି ୩୦ ମଇ ୧୯୯୬କୁ ତାନ୍ୟାଙ୍କୁ ବିବାହ କରିଥିଲେ । ତାନ୍ୟା ଏକ ଧନୀ ପରିବାରରୁ ଆସିଛନ୍ତି । ତେବେ ତାଙ୍କର ଦୁଇ ପୁଅ ଅଛନ୍ତି ।


ନିକଟରେ ଏକ ଇଂଟରଭ୍ୟୁରେ ବବି କହିଛନ୍ତିଯେ ରେସ ଥ୍ରିରେ ତାଙ୍କ ପରିଶ୍ରମର କାରଣ ତାଙ୍କ ପୁଅ । କାରଣ ସେ ନଭାବୁଯେ ତା’ ବାପା ଜଣେ ଫ୍ଲପ ଆକ୍ଟର ।


ବବିଙ୍କ ପ୍ରଥମ ଫିଲ୍ମ ବରସାତ ରିଲିଜ ହେବା ସମୟରେ ଥରେ ସେ ଏକା ରେଷ୍ଟୁରାଂଟରେ ବସିଥିଲେ ଏବଂ ହଠାତ ତାଙ୍କ ନଜର ପଡ଼ିଲା ଏକ ସୁନ୍ଦରୀ ଝିଅ ଉପରେ,ସେ ଆଉ କେହି ନୁହଁନ୍ତି ସେ ଥିଲେ ତାନ୍ୟା । ଏହାପରେ ବବି ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ ।


ରିପୋର୍ଟ ଅନୁସାରେ ତାନ୍ୟା କୋଟି କୋଟି ଟଙ୍କାର ମାଲିକାଣି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More