Only for Entertainment

ଥମିନି ବଲିଉଡ ବିବାହ ସିଜନ, ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି !

28

ବଲିଉଡରେ ଚାଲିଛି ବିବାହ ସିଜିନ୍ । କାରଣ ଗୋଟିଏ ପରେ ଗୋଟିଏ ବି-ଟାଉନ୍ ସେଲିବ୍ ବିବାହ କରିବାରେ ଲାଗିଛନ୍ତି । ଏବେ ଏହି ତାଲିକାରେ ସାମିଲ୍ ହେବାକୁ ଯାଉଛନ୍ତି ଅଭିନେତା ବରୁଣ ଧୱନ । ବରୁଣ ଖୁବଶୀଘ୍ର ନିଜ ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡ ନତାସା ଦଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଦୁହେଁ ୨୦୧୯ରେ ହିଁ ବିବାହ କରିବେ ବୋଲି ସୂଚନା ମିଳିଛି ।

ନତାସା, ବରୁଣଙ୍କ କଲେଜ୍ ସମୟର ବନ୍ଧୁ । ଦୁହେଁ ସେବେଠାରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଆଉ ଖୁବଶୀଘ୍ର ଏମାନଙ୍କ ସମ୍ପର୍କ ବିବାହର ରୁପ ନେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More