Only for Entertainment

ମାଙ୍କଡ଼ର ମୁଖା ପିନ୍ଧି ଧୁମ୍‌ ନାଚିଲେ ଏହି ବଲିଉଡ୍‌ ଅଭିନେତ୍ରୀ, ଜାଣନ୍ତୁ ଅଭିନେତ୍ରୀ ଜଣଙ୍କ କିଏ?

Samachar Jagat
33

ଭିନ୍ନ ଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ । ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଅଦ୍ଭୁତ ଭାବରେ ନାଚୁଥିବାର ଦେଖା ଯାଇଥିଲା । ଯାହାର ଭିଡ଼ିଓ ଇନ୍‌ଷ୍ଟାରେ ପୋଷ୍ଟ କରାଯିବା ପରେ ଲୋକମାନେ ସେ ଭିଡ଼ିଓକୁ ଦେଖି ହସିବାକୁ ଲାଗିଥିଲେ । ଏବେ ପୁଣି ଜଣେ ଅଭିନେତ୍ରୀ ନିଜର ଅଦ୍ଭୁତ ଭିଡ଼ିଓ ବନାଇଥିବା ଦେଖା ଯାଇଛି । ମୁହଁରେ ମାଙ୍କଡ଼ ମୁଖା ଲଗାଇ ଅଭିନେତ୍ରୀ ଜଣଙ୍କ ନାଚିବା ସହ ନିଜର ଭିଡ଼ିଓ ଇନ୍‌ଷ୍ଟାରେ ସେୟାର କରିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ହସିବାକୁ ଲାଗିଥିଲେ ।

 

View this post on Instagram

 

#mondaymotivation My finger is getting better ! Thank u for all the love ❤️ your wishes are helping heal it quickly . Someone very special ? gifted this monkey’s head to me here in London and my finger was hurting so we decided to dance and laugh off the pain and it worked?(in the lunch break during shoot ?) . This is one of my fav Prabhu Deva songs and I’m super lucky to be doing a movie with him but this isn’t my look from #CharlieChaplin2 or #Commando3 ? . . Disclaimer : No animals were harmed while shooting this video . If you do not possess a sense of humour pls refrain from watching this video . For all the gross people asking me to share pictures of the finger I will put it in my stories coz it’s tooo gory to share on the page ??? #AdahMadness

A post shared by Adah Sharma (@adah_ki_adah) on

ସୂଚନା ମୁତାବକ, ମାଙ୍କଡ଼ ମୁଖା ପିନ୍ଧି ନାଚୁଥିବା ଅଭିନେତ୍ରୀ ଜଣଙ୍କ ହେଲେ ଅଦା ଶର୍ମା । ତାଙ୍କର ଏହି ଭିଡ଼ିଓ ଏବେ ଭାଇରାଲ ହୋଇଥିବା ବେଳେ ଲୋକମାନେ ଏହାକୁ ପସନ୍ଦ କରୁଥିବା ଦେଖାଯାଇଛି । ଏହି ଭିଡ଼ିଓରେ ଅଦା ଶର୍ମା ପ୍ରଭୁଦେବାଙ୍କର ସୁପରହିଟ୍‌ ଗୀତ ମୁକାବଲାରେ ନାଚୁଥିବା ଦେଖା ଯାଇଛି । ଗୀତ ସରିବା ପରେ ସେ ନିଜ ମୁହଁରୁ ମୁଖା ଖୋଲିବା ସହ ହସିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More