କୋଲକତା ଫିଲ୍ମ ଫେଷ୍ଟିଭାଲରେ ନଜର ଆସିଲେ ଆଲିୟା, ଦେଶୀ ଲୁକରେ ଦେଖାଇଲେ ଜଲୱା !
କୋଲକାତାରେ ଆୟୋଜିତ ୨୪ତମ କୋଲକାତା ଫିଲ୍ମ ଫେଷ୍ଟିଭାଲ ଅବସରରେ ପିତା ମହେଶ ଭଟ୍ଟ ଏବଂ ମା ସୋନି ରାଜଦାନଙ୍କ ସହ ପହଂଚି ଥିଲେ ଅଭିନେତ୍ରୀ ଆଲିୟା ।
ଏହି ଇଭେଂଟରେ ଆଲିୟାଙ୍କୁ ଦେଶୀ ଲୁକରେ ଦେଖିବାକୁ ମିଳିଥିଲା । ନାଲି ରଂଗର ପୋଷାକରେ ଖୁବ ଗ୍ଲାମରସ ନଜର ଆସିଥିଲେ ଆଲିୟା । ଦେଖନ୍ତୁ ଏଠାରେ କିଛି ଫଟୋ