Only for Entertainment

ବୁଲାଇବା ବାହାନା ଦେଖାଇ ସ୍ୱିଜରଲାଣ୍ଡ ନେଇଗଲେ ବୟଫ୍ରେଣ୍ଡ, ପ୍ରାକୃତିକ ପରିବେଶରେ କଲେ କିଛି ଏଭଳି ଖୁବ କାନ୍ଦିଲେ ଅଭିନେତ୍ରୀ ।

khabarNDTV
0 47

ବଲିଉଡ ଅଭିନେତ୍ରୀଙ୍କ ଲାଇଫ ଯେଉଁଭଳି ପରଦାରେ ଦେଖିବାକୁ ମିଳେ ସେହିଭଳି କିଛି ନଜାରା ଅଫସ୍କ୍ରିନରେ ମଧ୍ୟ ଦେଖିବାକୁ ମିଳେ । ଏହିଭଳି କିଛି ଦେଖିବାକୁ ମିଳିଛି ବଲିଉଡ ଅଭିନେତ୍ରୀ ବ୍ରୁନା ଅବଦୁଲ୍ଲାହଙ୍କ ସହ । ଫିଲ୍ମ ଗ୍ରାଣ୍ଡ ମସ୍ତି ଫେମ ବ୍ରୁନା ଅବଦୁଲ୍ଲାହ ନିଜର ସ୍କଟିଶ ବୟଫ୍ରେଣ୍ଡଙ୍କ ସହ ସ୍ୱିଜରଲାଣ୍ଡରେ ଛୁଟି କାଟୁଛନ୍ତି । ଦୁହେଁ ଏହି ପ୍ରକୃତିକୁ ଉପଭୋଗ କରୁଛନ୍ତି । ମାତ୍ର ବୟଫ୍ରେଣ୍ଡ ଏହି ସୁନ୍ଦର ପରିବେଶରେ ଏକ ସରପ୍ରାଇଜ ଦେଇଛନ୍ତି ଯାହାକୁ ଦେଖି ବ୍ରୁନା ଖୁବ କାନ୍ଦିଛନ୍ତି । ଏହି ଭିଡିଓ ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ବ୍ରୁନା ବ୍ରାଜିଲ ବାସିନ୍ଦା ଅଟନ୍ତି , ଯିଏ ଭ୍ରମଣ କରିବାକୁ ଟୁରିଷ୍ଟ ହୋଇ ମୁମ୍ବାଇ ଆସିଥିଲେ । ମାତ୍ର ଏଠାକୁ ଆସିବା ପରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ବ୍ରୁନା ବିଜ୍ଞାପନ ଜରିଆରେ ବଲିଉଡରେ ପାଦ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More