Only for Entertainment

ଏହି ଅଭିନେତ୍ରୀଙ୍କ ଡାକ ନାମ ଆଳୁ, ଜାଣନ୍ତୁ ଆଉ କିଛି ତାରକାଙ୍କ ନାମ

kanaklifestyle
31

ନିକଟରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରୁ ଜଣାପଡ଼ିଛିଯେ ସେ ପତି ନିକଙ୍କୁ ବାବୁ ବୋଲି ଡାକନ୍ତି । ଆମେ ଆଜି ଅନ୍ୟ କେତେକ ସେଲିବ୍ରେଟୀଙ୍କ ଡାକ ନାମ ଜଣାଇବୁ ।

ଆଜ୍ଞା ହଁ ଆଲିୟା ଭଟ୍ଟଙ୍କ ନିକ ନେମ ହେଉଛି ଆଲୁ(ଆଳୁ) । ଆଲୁ ଏବେ ରଣବୀରଙ୍କ ସହିତ ଲଭ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି ।
ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡର ନାମି ଦାମୀ କଳାକାରଙ୍କ ମଧ୍ୟରୁ ଜଣେ । ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରିୟଙ୍କାଙ୍କ ଡାକ ନାମ ହେଉଛି ମିମି ।

ପରିଣୀତି ଚୋପ୍ରା ଏବେ ଏକ ବାୟୋପିକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । କହି ରଖୁଛୁ ତାଙ୍କ ଡାକ ନାମ ହେଉଛି ଟିଶା ।

କପୂର ପରିବାରର ଅଭିନେତ୍ରୀ କରୀନା ଏବଂ କରିସ୍ମାଙ୍କ ବିଷୟରେ କିଏ ବା ନ ଜାଣେ । କରୀନାଙ୍କ ଡାକ ନାମ ବେବୋ ଏବଂ କରିସ୍ମାଙ୍କ ଡାକ ନାମ ଲୋଲୋ ।

ଶ୍ରଦ୍ଧା କପୂର ଖୁବଶୀଘ୍ର ଫିଲ୍ମ ଏବିସିଡିର ସିକ୍ୱେଲରେ ନଜର ଆସିବେ । ତାଙ୍କ ଡାକ ନାମ ଚିରକୁଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More