Only for Entertainment

୧୩ ବର୍ଷ ପରେ ପରଦାକୁ ଫେରିଲେ ଶିଳ୍ପା ସେଟ୍ଟୀ, ଏହି ଦିନ ରିଲିଜ ହେବ ଫିଲ୍ମ

42

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୀର୍ଘ ସମୟ ଧରି ବଲିଉଡ ପରଦାରୁ ଦୂରେଇ ରହିଥିଲେ । ଏବେ ପୁଣିଥରେ ରୂପେଲି ପରଦାରେ ଶିଳ୍ପାଙ୍କୁ ଦେଖିବାକୁ ମିଳିବ । ୧୩ ବର୍ଷ ପରଦାରୁ ଦୂରେଇ ରହିବା ପରେ ଶିଳ୍ପା ସବୀର ଖାନଙ୍କ ଫିଲ୍ମ ‘ନିକମ୍ମା’ରେ ନଜର ଆସିବେ ।

 

ଫିଲ୍ମ ପାଇଁ ଉତ୍ସାହିତ ଶିଳ୍ପା ଏକ ବଡ଼ ଘୋଷଣା ମଧ୍ୟ କରି ଦେଇଛନ୍ତି । ସେ ଲେଖିଛନ୍ତିଯେ ଫିଲ୍ମ ନିକମାର ରିଲିଜ ତାରିଖ ଘୋଷଣା କରିବା ପାଇଁ ଉତ୍ସାହିତ ଅଛି । ଫିଲ୍ମ ୫ ଜୁନ ୨୦୨୦କୁ ସିନେମା ଘରେ ରିଲିଜ ହେବ । ଏବେ ଲୋକଙ୍କ ଫିଲ୍ମ ଦେଖବା ବାକି ରହିଲା । ଥିଏଟରରେ ଦେଖା ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More