କିଛି ଏହି ଅନ୍ଦାଜରେ ଫ୍ୟାନ୍ସଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି, ଦେଖନ୍ତୁ ଫଟୋ
ରଙ୍ଗର ପର୍ବ ହୋଲିକୁ ପ୍ରତ୍ୟେକ ଭାରତୀୟ ହସ ଉଲ୍ଲାସର ସହିତ ପାଳନ କରିଥାନ୍ତି । କେବଳ ସାଧାରଣ ବ୍ୟକ୍ତି ନହଁନ୍ତି ବଲିଉଡ ସେଲିବ୍ରିଟି ମଧ୍ୟ ଏହି ପର୍ବକୁ ଖୁବ ଆଡମ୍ବର ସହିତ ପାଳନ କରିଥାନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲିଉଡ ସେଲିବ୍ରିଟି ନିଜ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆ ଜରିଆରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ପ୍ରତ୍ୟେକ ସେଲିବ୍ରିଟି ନିଜ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।
ଦେଖନ୍ତୁ ଫଟୋ-
View this post on Instagram
Wishing everyone a #happy #bright #colorful #exciting #playful #safe #holi! ????????❤️?????❗️
View this post on Instagram
Let the colors of Holi spread happiness, peace and love all around! Wish you all a very #HappyHoli!