Only for Entertainment

ଷ୍ଟାରପ୍ଲସରେ ଏହି ସମୟରେ ପ୍ରିମିୟର ପାଇଁ ପ୍ରସ୍ତୁତ ଅମୀର ଖାନଙ୍କ ‘ରୁବରୁ ରୋଶନୀ’ । ଦିଲପର ଲଗେଗି ତଭି ତୋ ବାତ ବନେଗୀ:ଅମୀର ।

bollywood tadka
31

ପୂର୍ବରୁ ଅମୀର ଖାନ ସତ୍ୟମେବ ଜୟତେରେ ହୋଷ୍ଟ କରୁଥିଲେ, ଯାହା ତାଙ୍କର ନିଜ ଶୋ ଥିଲା । ଏବେ ଷ୍ଟାରପ୍ଲସରେ ପୁଣିଥରେ ଆରମ୍ଭ ବେହକାୁ ଯାଉଛି ସେହିଭଳି ଏକ ଶୋ ରୁବରୁ ରୋଶନୀ । ରିଲିଜ ପୂର୍ବରୁ ଅମୀର ଖାନ ମୁମ୍ବାଇର ଘନିଷ୍ଠ ବନ୍ଧୁ ଏବଂ ପରିବାର ପାଇଁ ବିଶେଷ ସ୍କ୍ରିନିଙ୍ଗ ରଖିଥିଲେ । ସ୍କ୍ରିନିଙ୍ଗରେ ମନୋରଂଜନ ଉଦ୍ୟୋଗର ବିଭିନ୍ନ ପ୍ରମୁଖ ହସ୍ତୀମାନେ ସାମିଲ ହୋଇଥିଲେ । ଯେଉଁଠାରେ ପତ୍ନୀ କିରନ ରାଓ, ପୁଅ ଜୁନୈଦ ଏବଂ ଝିଅ ଇରା ମଧ୍ୟ ଉପସ୍ଥିତ ଥିଲେ ।

ଏହି ବିଶେଷ ସ୍କ୍ରିନିଙ୍ଗରେ ଜ୍ୟାକଲିନ ଫର୍ଣ୍ଣାଡିଜ, ପରିଣୀତି ଚୋପ୍ରା, ସାନ୍ୟା ମଲହୋତ୍ରା, ୟାମୀ ଗୌତମ, ପଙ୍କଜ ତ୍ରିପାଠୀ, ତାପସୀ ପନ୍ନୁ, ଆନନ୍ଦ ଏଲ ରୟ, ବାଣୀ କପୁର, ସୂରଜ ବଡ଼ଜାତ୍ୟା,ସ୍ୱରା ଭାସ୍କର,ଦିବ୍ୟା ଖୋସଲ ସମେତ ବଡ଼ ବଡ଼ ରଥୀ ମାନେ ପହଂଚିଥିଲେ । ଏହା ପୂର୍ବରୁ ଅମୀର ଖାନ ଜଣାଇଥିଲେଯେ ଅମୀର ଖାନ ପ୍ରଡକ୍ସନର ଆଗାମୀ ଫିଲ୍ମ ରୁବରୁ ରୋଶନୀ ଏହି ଗଣତନ୍ତ୍ର ଦିବସରେ ଷ୍ଟାରପ୍ଲସରେ ସକାଳ ୧୧ଟାରେ ପ୍ରିମିୟର ପାଇଁ ପ୍ରସ୍ତୁତ ।

ଏହା ସତ୍ୟମେବ ଭଳି ନୁହେଁ କହିଛନ୍ତି ଅମୀର । ଏହା ସହିତ କେବଳ କହିଲେଯେ ‘ଦିଲପର ଲଗେଗି ତଭି ତୋ ବାତ ବନେଗୀ’ ଏବଂ ଭିଡ଼ିଡ଼ ବନ୍ଦ କରିଦେଲେ ମିଷ୍ଟର ପର୍ଫେକ୍ସନିଷ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More