Only for Entertainment

ରିଲିଜ ହେଲା ଅପକମିଂ ବଲିଉଡ୍ ହରର୍ ଫିଲ୍ମ ‘ମୁସ୍କିଲ’ର ପ୍ରଥମ ଟ୍ରେଲର୍ !

32

ଅପକମିଂ ବଲିଉଡ୍ ହରର୍ ଫିଲ୍ମ ‘ମୁସ୍କିଲ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ସିନେମାରେ ପ୍ରମୁଖ ଭୂମିକାରରେ କୁନାଲ୍ ରୟ କପୁର୍, ରଜନିଶ୍ ଦୁଗ୍ଗଲ୍, ନାଜିଆ ହୁସୈନ, ପୂଜା ବିଷ୍ଟ, ସଫାକ୍ ନାଜ୍ ଏବଂ ଅର୍ଚ୍ଚାଂ ଶାସ୍ତ୍ରୀଙ୍କୁ ଦେଖିବାକୁ ମିଳିଛି । ବିଗ୍ ବାଟ୍ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା କରିଛନ୍ତି ରବିନ୍ଦ୍ର ଜିତ୍ ଦରିୟା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜିବ୍ ଏସ୍. ରୁୟିଆ । ଖୁବଶୀଘ୍ର ପରଦାକୁ ଆସିବ ଏହି ଫିଲ୍ମ ।

ବଲିଉଡରେ ହରର ଫିଲ୍ମ ସ୍ତ୍ରୀ’ର ସଫଳତା ପରେ ଏବେ ହରର ଫିଲ୍ମ ‘ମୁସକିଲ’ ଖୁବଶୀଘ୍ର ରିଲିଜ ହେବ । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମ କମେଡି ହରର ଫିଲ୍ମ ଭଳି ଏହି ଫିଲ୍ମ ବକ୍ସ ଅଫିସରେ କଣ ଧମାଲ ମଚାଉଛି ତାହା କେବଳ ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More