Only for Entertainment

ନ୍ୟୁଡ ଫଟୋ ପରେ ଏବେ ମନ୍ଦନା କରିମି ଏହି ଭିଡିଓ ପାଇଁ ଆସିଲେ ଚର୍ଚ୍ଚାରେ ଦେଖନ୍ତୁ ।

Nagpur Today
0 81

କିଛି ଦିନ ପୂର୍ବେ ନିଜର ନ୍ୟୁଡ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଆସିଥିବା ଅଭିନେତ୍ରୀ ମନ୍ଦନା କରିମିଙ୍କର ଏବେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ଏହି ଭିଡିଓରେ ମନ୍ଦନା କରିମି ନିଜର ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏଥିରେ ସେ କଳା ରଂଗର ଟପ ଏବଂ ଶର୍ଟ୍ସରେ ଡ୍ୟାନ୍ସ କରିବା ସମୟରେ ଧୁମ୍ରପାନ କରୁଥିବାର ନଜର ଆସିଥିଲେ ।

ଏହି ଭିଡିଓ ମନ୍ଦନା ନିଜର ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଥିଲେ । ମନ୍ଦନାଙ୍କ ଏହି ଅନ୍ଦାଜକୁ କିଛି ଲୋକ ପସନ୍ଦ କରିବା ସହ କିଛି ଲୋକ ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି । ଏହାକୁ ଦେଖି କିଛି ଜଣ କହିଛନ୍ତି ଯେ ଯିଏ ଧୁମ୍ରପାନ ଛାଡି ପାରୁନାହିଁ ସେ ଫିଟନେସ ବିଷୟରେ କଣ କହିବ ?

Dance all night sleep all day #weekend ??

A post shared by Mandanakarimiofficial (@mandanakarimi) on

ସେହିଭଳି କିଛି ଜଣ ମନ୍ଦନାଙ୍କୁ ସିଗାରେଟ ଛାଡିବା ପାଇଁ କହିଛନ୍ତି କାରଣ ଯୁବା ତାଙ୍କୁ ଫଲୋ କରୁଛନ୍ତି ତେଣୁ ମନ୍ଦନା ସ୍ମୋକିଂ ଛାଡିଦେବା ନିହାତି ଜରୁରୀ । ଏଠାରେ ଆମେ କହି ରଖୁଛୁ ଯେ ମନ୍ଦନା ଏବେ ସିଙ୍ଗଲ ଲାଇଫ ବଂଚୁଛନ୍ତି । ସେ ଏହାପୂର୍ବରୁ ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାକାଣ୍ଡର ଅଭିଯୋଗ ନେଇ ଆସିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More