Only for Entertainment

ରିଲିଜ ହଲା ‘ପତି ପତ୍ନୀ ଔର ୱ’ ର ଜବରଦସ୍ତ ଟ୍ରେଲର, କମେଡିରେ ଭରପୂର କାର୍ତ୍ତିକ ଆର୍ୟନଙ୍କ ଏହି ଫିଲ୍ମ

Hindi News
74

କାର୍ତ୍ତିକ ଆର୍ୟନ, ଭୂମି ପେଡନକର ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱ’ର ଧମାକାଦାର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲରରେ ଚିଣ୍ଟୁ ତ୍ୟାଗୀ ଭୂମିକାରେ କାର୍ତ୍ତିକ ଆର୍ୟନ ଖୁବ କ୍ୟୁଟ ଅନ୍ଦାଜରେ ନଜର ଆସିଥିଲେ । କାର୍ତ୍ତିକଙ୍କ ପତ୍ନୀ ଭୂମିକାରେ ବେଦୀକା ଭୂମିକାରେ ଭୂମି ପେଡନେକର ନଜର ଆସିଛନ୍ତି । ଏହି ରୋମାଣ୍ଟିକ କମେଡି ଫିଲ୍ମରେ କାର୍ତ୍ତିକଙ୍କ ପ୍ରେମିକା ଭୂମିକାରେ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି ।

ଟ୍ରେଲରରେ ୩ କଳାକାରଙ୍କ ଜବରଦସ୍ତ କେମେଷ୍ଟ୍ରୀ ଏବଂ ଅଭିନୟ ଖୁବ ହୃଦୟସ୍ପର୍ଶୀ ହୋଇଛି । ‘ପତି ପତ୍ନୀ ଔର ୱ’ ପୁରୁଣା ଫିଲ୍ମର ହିନ୍ଦୀ ରିମେକ । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଫିଲ୍ମ ୬ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More