Only for Entertainment

ରାକ୍ଷୀ ସାୱନ୍ତଙ୍କ ମୁହଁରେ କିଏ ଲଗାଇଲା ଗୋବର? ଭିଡ଼ିଓ ଭାଇରାଲ ।

instagram
42

ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ସୋସିଆଲ ମିଡିଆରେ କିଭଳି ଚର୍ଚ୍ଚାରେ ରହିହେବ ତାହା ରାକ୍ଷୀଙ୍କୁ ବେଶ୍ ଭଲ ଭାବରେ ଜଣା । କିଛି ଦିନ ପୂର୍ବରୁ ଦୀପକ କଲାଲଙ୍କ ସହିତ ବିବାହ ଖବରକୁ ନେଇ ରାକ୍ଷୀ ଚର୍ଚ୍ଚାରେ ରହିଲେ କିନ୍ତୁ ବିବାହ କଲେ ନାହିଁ, କାରଣ ତାହା ଥିଲା ସଂପୂର୍ଣ୍ଣ ମିଛ । ନିକଟରେ ପୁଣିଥରେ ସେ ଏକ ଖବରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ।

 

View this post on Instagram

 

A post shared by Rakhi Sawant (@rakhisawant2511) on

୧୯ ଜାନୁୟାରୀକୁ ରାକ୍ଷୀ ଶେୟାର କରିଥିବା ଏହି ଭିଡ଼ିଓକୁ ଅଧିକାଂଶ ଲୋକ ଦେଖି ସାରିଛନ୍ତି । ରାକ୍ଷୀ ଏହି ଭିଡ଼ିଓରେ ଏକ ଫେଶ ପ୍ୟାକ ଲଗାଇଥିବାର ନଜର ଆସିଛନ୍ତି । ରାକ୍ଷୀ କହୁଛନ୍ତିଯେ ସେ ତାଙ୍କ ଚିନ୍ତା ଦୂର କରିବା ପାଇଁ ଫେଶ ପ୍ୟାକ ଲଗାଇଛନ୍ତି । ତାଙ୍କ କହିବା ଅନୁସାରେ ସେ ଯେଉଁ ଫେଶ ପ୍ୟାକ ଲଗାଇଛନ୍ତି ତାହା କାଉ ଗୋବରରେ ପ୍ରସ୍ତୁତ ହୋଇଛି ।

ରାକ୍ଷୀଙ୍କ ଏହି ଭିଡ଼ିଓରେ ଭିନ୍ନ ଭିନ୍ନ ପ୍ରକାରର କମେଂଟ ଦେଖିବାକୁ ମିଳୁଛି । ଜଣେ ଫ୍ୟାନ ତାଙ୍କୁ ଲେଖିଛନ୍ତି ଦୀପକ କଲାଲ ଭଳି ମାଡ଼ ଖାଇବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More