Only for Entertainment

ରାମ୍ପରେ ଦେଖିବାକୁ ମିଳିଲା ରଣବୀର ସିଂଙ୍କ ଅତରଙ୍ଗୀ ଅନ୍ଦାଜ, ଭାଇରାଲ ହେଲା ଭିଡିଓ

lokmat
47

ବଲିଉଡ ଅଭିନେତା ରଣବୀର ସିଂ ଯେଉଁଠାକୁ ବି ଯାଆନ୍ତି ଏପରି କିଛି ମାହୋଲ ସୃଷ୍ଟି କରନ୍ତି ଯାହା ଖୁବ ଏଣ୍ଟରଟେନିଂ ଥାଏ । ନିଜର ଡ୍ରେସିଂ ସେନ୍ସ ପାଇଁ ହେଉ ବା ନିଜର ଅତରଙ୍ଗୀ ଅନ୍ଦାଜ ପାଇଁ ହେଉ ରଣବୀର ସବୁବେଳେ ମିଡିଆରେ ଛାଇ ରହିଥାନ୍ତି । ନିକଟରେ ରଣବୀର ଏପରି କିଛି କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Simone with jewellery by @anantaadiamonds for @theweddingjunction_show #viralbhayani @viralbhayani

A post shared by Viral Bhayani (@viralbhayani) on

ନିକଟରେ ରଣବୀର ନିଜର ପିଲାଦିନର ବନ୍ଧୁ ସିମୋନ ଖଂବାଟାଙ୍କ ଫ୍ୟାସନ ଶୋ’ରେ ପହଁଚିଥିଲେ । ଏଠାରେ ସେ ବ ଯେଉଁଭଳି ଭାବେ ରାମ୍ପ ୱାର୍କ କରିଥିଲେ ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରଣବୀରଙ୍କ ଏହି ରାମ୍ପ ୱାର୍କ ପାଇଁ ଲୋକେ ମଧ୍ୟ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଲୋକେ ଟ୍ରୋଲ କରି କହିଛନ୍ତି ଓଭର ଆକ୍ଟି ପାଇଁ ପଇସା କାଟି ଦିଅ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More