Only for Entertainment

ସଲମାନ ଖାନ ମା’ ସଲମା ଖାନଙ୍କ ସହ କଲେ ଡାନ୍ସ, ଭିଡିଓ ହେଲା ଭାଇରାଲ !

70

ଫିଲ୍ମ ଅଭିନେତା ସଲମାନ ଖାନ ମା’ ସଲମା ଖାନଙ୍କ ସହ ଏକ ଭିଡିଓରେ ଡାନ୍ସ କରିଛନ୍ତି । ଏହି ଭିଡିଓ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହାକୁ ସୋସିଆଲ ମିଡିଆରେ ଏବେ ପର୍ଯ୍ୟନ୍ତ ୨୪ଲକ୍ଷ ଠାରୁ ଅଧିକ ଥର ଦେଖା ଯାଇସାରିଲାଣି ।

ସଲମାନ ଭାରତର ସଫଳତା ପରେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ସେ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଶେୟାର କରୁଛନ୍ତି । କିନ୍ତୁ ସେ ଏବେ ତାଙ୍କ ମା’ଙ୍କ ସହ ଡାନ୍ସ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହା ଏତେମାତ୍ରାରେ ଭାଇରାଲ ହୋଇଛି ଯେ ୪ଘଂଟାରେ ୨୪ଲକ୍ଷ ଭ୍ୟୁ ହୋଇସାରିଲାଣି ।

 

View this post on Instagram

 

Mom is saying band karo yeh naach ganna..

A post shared by Salman Khan (@beingsalmankhan) on

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଫିଲ୍ମ ଇଂଶାଲ୍ଲାହରେ ନଜର ଆସିବେ ସଲମାନ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ । ସେହିଭଳି ଏବେ ସୋନାକ୍ଷୀ ସିହ୍ନାଙ୍କ ସହ ଦବଙ୍ଗ୩ ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More