Only for Entertainment

ଆକାଶ ଅମ୍ବାନୀଙ୍କ ନିର୍ବନ୍ଧରୁ ଦେଖିବାକୁ ମିଳିଲା ବଲିଉଡ ଷ୍ଟାର କିଡଙ୍କ ଜଲୱା , ଦେଖନ୍ତୁ ଭିଡିଓ !

0 72

ପ୍ରସିଦ୍ଧ ବିଜନେସମ୍ୟାନ“ଅମ୍ବାନୀ”ଙ୍କ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ମୁମ୍ବାଇରେ ଆକାଶ ଅମ୍ବାନୀ ଙ୍କ ଏଂଟିଲିଆରେ ଧୁମଧାମରେ କରାଯାଇଛି । ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ନିର୍ବନ୍ଧ ପାର୍ଟିରେ ବଲିଉଡର ଅନେକ କଳାକାର ନଜର ଆସିଥିଲେ ।

ଶାହରୁଖ ଖାନ. ଅମୀର ଖାନ, ଅନୀଲ କପୁରଙ୍କ ଠାରୁ ଆରମ୍ଭ କରି ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କାଜୋଲ, ଆଲିୟା ଭଟ୍ଟ ନିର୍ବନ୍ଧ ସମାରୋହରେ ସାମିଲ ହୋଇଥିଲେ । ଅନେକ ବଲିଉଡ କଳାକାର ତାଙ୍କ ପରିବାର ସହ ପାର୍ଟିରେ ନଜର ଆସିଥିଲେ ।


ପାର୍ଟିରେ ବଲିଉଡ କଳାକାରଙ୍କ ପିଲାମାନେ ନଜର ଆସିଥିଲେ ଯେଉଁମାନେ ଲାଇମ ଲାଇଟରେ ଖୁବ କମ ନଜର ଆସନ୍ତି । ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ଏବଂ ତାଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ମଧ୍ୟ ପାର୍ଟିରେ ନଜର ଆସିଥିଲେ । ଏହି ପାର୍ଟିରେ ବଲିଉଡ କପଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।


ଏଠାରେ ଆମେ କହି ରଖୁଛୁ ଯେ ୨୪ମାର୍ଚ୍ଚରେ ଗୋଆରେ ଆକାଶ ଏବଂ ଶ୍ଳୋକାଙ୍କ ପ୍ରି-ଏନଗେଜମେଂଟ ସେରେମନି ହୋଇଥିଲା । ଶ୍ଳୋକା ମେହେତା ଦେଶର ବଡ ହୀରା ବ୍ୟବସାୟୀ ରସେଲ ମେହେତାଙ୍କ ଝିଅ ଅଟନ୍ତି । ରସେଲ ମେହେତା ଦେଶର ବଡ ହୀରା କମ୍ପାନୀ ମଧ୍ୟରୁ ଏକ କମ୍ପାନୀ ବ୍ଲୁ ଇଣ୍ଡିଆର ଏମଡି ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More