ଆକାଶ-ଶ୍ଲୋକାଙ୍କ ରିସେପ୍ସନରେ ମହଫିଲ ଲୁଟିଲେ ରେଖା, ବଚ୍ଚନ ପରିବାର ସମେତ ନଜର ଆସିଲେ ଏହି ସମସ୍ତ ଷ୍ଟାର୍ସ
ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ୯ ମାର୍ଚ୍ଚରେ ଶ୍ଲୋକା ମେହତାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ରବିବାର ବିବାହ ରିସେପ୍ସନ ପାର୍ଟି ରଖା ଯାଇଥିଲା । ଏହି ପାର୍ଟିରେ ବଲିଉଡ, ବିଜନେସମ୍ୟାନ ଏବଂ ଅନେକ ରାଜନୈତିକ ଜଗତର ନାମୀ ଦାମୀ ବ୍ୟକ୍ତି ଯୋଗ ଦେଇଥିଲେ ।
ରିସେପ୍ସନରେ ଆକାଶ ପର୍ପଲ କଲର କୁର୍ତ୍ତାରେ ନଜର ଆସିଖିବା ବେଳେ ଶ୍ଲୋକା ଗୋଲଡେନ ସାଢୀରେ ଖୁବ ସୁନ୍ଦର ଲାଗୁଥିଲେ । ଦେଖନ୍ତୁ ରିସେପ୍ସନର କିଛି ଫଟୋ-