Only for Entertainment

ମୁମ୍ବାଇ ବିଚରେ ସ୍ୱଚ୍ଛତା ଅଭିଯାନ ଚଳାଇଲେ ‘କେଦାରନାଥ‘ର ଡାଇରେକ୍ଟର, ହ୍ରିତିକଙ୍କ ଏକ୍ସ ପତ୍ନୀଙ୍କ ଠାରୁ ଆରମ୍ଭ କରି…………….

83

୩୦ ଅଗଷ୍ଟକୁ ଫିଲ୍ମ କେଦାରନାଥର ନିର୍ଦ୍ଦେଶକ ଅଭିଷେକ କପୂର ଏବଂ ପତ୍ନୀ ପ୍ରଜ୍ଞା କପୂର ତାଙ୍କ ପୁଅ ସମରେଶର ପ୍ରଥମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । କିନ୍ତୁ ଖାସ କଥା ହେଉଛି କପଲ ଏକ ନିଆରା ଅନ୍ଦାଜରେ ପୁଅର ଜନ୍ମଦିନକୁ ପାଳନ କରିଛନ୍ତି । ପୁଅର ଜନ୍ମଦିନରେ ଦୁଇଜଣ ସେମାନଙ୍କ ସେଲିବ୍ରେଟୀ ବନ୍ଧୁ ମାନଙ୍କ ସହିତ ସ୍ୱଚ୍ଛତା ଅଭିଯାନର ଆୟୋଜନ କରିଥିଲେ । ଏଠାରେ ହ୍ରିତିକ ରୋଶନଙ୍କ ପତ୍ନୀଙ୍କ ଠାରୁ ଆରମ୍ଭ କରି ନୋରା ଫତେହିଙ୍କ ପର୍ଯ୍ୟନ୍ତ ଏକାଧିକ ସେଲିବ୍ରେଟୀ ଯୋଗ ଦେଇଥିଲେ । ତେବେ ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More