Only for Entertainment

ଶ୍ରୀଦେବୀଙ୍କ ସ୍ମୃତିରେ କାନ୍ଦିଲେ ବୋନି କପୁର, ବାଦ ପଡ଼ିଲେନି ଅର୍ଜୁନ ।

aajtak
0 49

ଗତ ରବିବାର ଦିନ ଓଓୠଇ ଆୱାର୍ଡ଼ର ପାଇଁ ସମାରୋହର ଆୟୋଜନ କରାଯାଇଥିଲା । ତାରକା ପରିପୂର୍ଣ୍ଣ ସେହି ସ୍ଥାନରେ ଏଭଳି ଏକ ମୁହୂର୍ତ୍ତ ଆସିଲା ଯେତେବେଳେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଲୋକଙ୍କ ଆଖି ଲୁହରେ ଭରିଗଲା । ଏହା ଏକ ମୌକା ଥିଲା ଯେଉଁଠାରେ ଦିବଙ୍ଗତ ଶ୍ରୀଦେବୀଙ୍କୁ ସମ୍ମାନ ଦିଆଗଲା । ସମ୍ମାନ ଦେବା ପାଇଁ ମଂଚକୁ ଅନିଲ କପୁର ଆସିଥିଲେ ଏବଂ କହିଲେଯେ ଶ୍ରୀଦେବୀ ଭାରତର ସବୁଠାରୁ ଟ୍ୟାଲେଂଟେଡ ଆକ୍ଟ୍ରେସ ଥିଲେ ।

ମଂଚକୁ ବୋନି କପୁର ଅର୍ଜୁନ କପୁରଙ୍କ ସହିତ ପହଂଚିଲେ । ଏହା ଦ୍ୱାରା ବୋନି ଖୁବ ଭାବୁକ ହୋଇଗଲେ ଏବଂ କାନ୍ଦିବାକୁ ଲାଗିଲେ । ସେଠାରେ ଥିବା ସମସ୍ତ ସେଲିବ୍ରେଟୀଙ୍କ ଆଖି ଲୁହରେ ଭରିଗଲା । ଅନିଲ କପୁର ଭାଇ ବୋନିଙ୍କୁ ହଗ କରି କାନ୍ଦିଲେ ଏବଂ ଶ୍ରୀଦେବୀଙ୍କୁ ଆୱାର୍ଡ଼ ଦେଲେ ।

ଏହାପରେ ବୋନି କହିଲେଯେ ମୁଁ ଏହି ମୁହୂର୍ତ୍ତରେ ଖୁବ ଭାବୁକ ହୋଇଯାଇଛିଌୀବନର ପତ୍ୟେକଟି ମୂହୂର୍ତ୍ତ ଏବଂ ସେକେଣ୍ଡରେ ଏବେ ମଧ୍ୟ ଅନୁଭବ କରୁଛିଯେ ସେ ମୋର ଆଖପାଖରେ ଅଛନ୍ତି । ମୁଁ ଜାଣିନାହିଁଯେ ମୁଁ କ’ଣ କହିବି । ମୁଁ ସମସ୍ତଙ୍କୁ କେବଳ ଏତିକି କହିବି ମୋ ଝିଅ ଜାହ୍ନବୀ,ଅର୍ଜୁନଙ୍କ ଭଉଣୀକୁ ଶ୍ରୀଦେବୀଙ୍କ ଭଳି ଭଲପାଇବା ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More