Only for Entertainment

ବାହୁବଳୀ ରେକର୍ଡ଼କୁ ଭାଙ୍ଗିବାରେ ଅସମର୍ଥ ହେଲା ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ୨.୦ ।

timesnow
34

ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ୨.୦ ତେଲୁଗୁ,ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ ହୋଇଛି । ଏହା ବକ୍ସ ଅଫିସରେ ରେକର୍ଡ଼ ଏକ ରେକର୍ଡ଼ ମଧ୍ୟ କରିଛି ଏହି ଫିଲ୍ମ ।ତେବେ ଏହାର ହିନ୍ଦୀ ଭର୍ସନ ସଫଳତା ପାଇଛି ।ସମୁଦାୟ ଭାଷାରେ ଫିଲ୍ମ ୮୦ କୋଟିର ବିଜନେସ କରିଛି ।ପ୍ରଥମ ଦିନରେ ଏହା ଠଗ୍ସ ଅଫ ହିନ୍ଦୋସ୍ତାନ ବ୍ୟତୀତ ଅନ୍ୟ କେତେକ ଫିଲ୍ମର ରେକର୍ଡ଼ ଭାଙ୍ଗିଛି ।କିନ୍ତୁ ବାହୁବଳୀ ଦ କନକ୍ଲୁଜନର ରେକର୍ଡ଼ ଭାଙ୍ଗିବାରେ ଅସମର୍ଥ ହୋଇଛି ଫିଲ୍ମ ୨.୦ । କିନ୍ତୁ ବାହୁବଲୀ ଦ କନକ୍ଲୁଜନ ପ୍ରଥମ ଦିନରେ ୧୫୪.୮୯ କୋଟିର ବିଜନେସ କରିଥିଲା ।ତେବେ ବର୍ତ୍ତମାନ ଏହି ଦୁଇଟି ଫିଲ୍ମ ବକ୍ସ ଅଫିସର ସବୁଠାରୁ ବଡ଼ ଓପନର୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More