Only for Entertainment

ଝିଅଙ୍କୁ ପ୍ରଭାବିତ କରିବା ପାଇଁ ଏହି ୭ଟି ମିଛ କହିଥାନ୍ତି ପୁଅ

quora
73

ପୁଅଙ୍କୁ ଯଦି କୌଣସି ଝିଅ ପସନ୍ଦ ଆସିଥାନ୍ତି, ସେହି ଝିଅକୁ ପ୍ରଭାବିତ କରିବା ପାଇଁ ପୁଅମାନେ ଅନେକ କୌଶଳ ଅବଲମ୍ବନ କରିଥାନ୍ତି । ସେହି ସମୟରେ ମିଛ କହିବାକୁ ଏମାନେ କୁଣ୍ଠାବୋଧ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ପୁଅଙ୍କ ୭ଟି ମିଛ ଯାହା ଝିଅଙ୍କୁ ପ୍ରଭାବିତ କରିବା ପାଇଁ କହିଥାନ୍ତି ।

୧. ପ୍ରଥମେ ଝିଅଙ୍କ ପସନ୍ଦ ଓ ନାପସନ୍ଦ ବିଷୟରେ ଜଣିବାକୁ ଚେଷ୍ଟା କରିଥାନ୍ତି । ପରେ ଏହି ସବୁ ନିଜ ପସନ୍ଦ ଓ ନପସନ୍ଦ ତାଲିକାରେ ସାମିଲ କରିଥାନ୍ତି ।

୨. ଅଧିକାଂଶ ପୁଅ ନିଜ ଅତୀତ ବିଷୟ​‌ରେ ଝିଅଙ୍କୁ କହିବାକୁ ପସନ୍ଦ କରନ୍ତି ନାହିଁ । ପୁରୁଣା ପ୍ରେମିକା ବିଷୟରେ ମିଛ କହିଥାନ୍ତି । ଝିଅଙ୍କ ଚିନ୍ତାଧାରକୁ ନେଇ ସେମାନେ ମିଛ କହିଥାନ୍ତି ।

୩. ନିଜ ଫିଟ୍ ନେସ୍ କୁ ନେଇ ପୁଅମାନେ ଅଧିକ ମିଛ କହିଥାନ୍ତି ।

୪. ଅଧିକାଂଶ ପୁଅ ନିଜ ଦରମାଠାରୁ ଅଧିକ ଖର୍ଚ କରନ୍ତି ବୋଲି ଦେଖାଇ ହୋଇଥାନ୍ତି । ଏମାନେ ନିଜ ପରିବାରର ଷ୍ଟାଟସକୁ ନେଇ ମଧ୍ୟ ଅଧିକ ବଡ କରି କହିଥାନ୍ତି ।

୫. ପୁଅଟି ଯେଉଁ ଝିଅକୁ ପସନ୍ଦ କରେ ତାର ସାଙ୍ଗମାନଙ୍କୁ ମଧ୍ୟ ପସନ୍ଦ କରିବାର ମିଛ ଅଭିନୟ କରିଥାନ୍ତି ।

୬. ସେହି ଝିଅକୁ ସବୁବେଳେ ମନେ ପକାନ୍ତି ବୋଲି ପୁଅ ମାନେ କହିଥାନ୍ତି କିନ୍ତୁ ସେଭଳି ହୋଇ ନଥାଏ ।

୭. ଅଧିକାଂଶ ପୁଅ ପ୍ରଥମେ ଅତ୍ୟଧିକ ଭଲ ପାଇବାର ମିଛ ଅଭିନୟ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More