ହଲିଉଡ ଆକ୍ଟର ବ୍ରେଡଲୀ ବାଲ୍ସଙ୍କୁ ଗୁଳି କରି ହତ୍ୟା ।
ହଲିଉଡ ଆକ୍ଟର ବ୍ରେଡଲି ବାଲ୍ସଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବ୍ରେଡଲୀଙ୍କ ବୟସ ଥିଲା ୪୨ ବର୍ଷ । ଖବର ଅନୁସାରେ ବ୍ରେଡଲୀ ବାଲ୍ସଙ୍କ ହତ୍ୟା ସ୍କଟଲ୍ୟାଣ୍ଡର ଇଡେନବର୍ଗରେ ତାଙ୍କ ଘର ନିକଟରେ ଘଟିଛି । ଜାଣିବା ପାଇଁ କହିରଖୁଛୁଯେ ବ୍ରେଡଲୀ ବାଳ୍ସ ଫିଲ୍ମ ନିର୍ମାତା ଡ୍ୟାନି ବଏଲଙ୍କ ଫିଲ୍ମ ଟିଟୁ ଟ୍ରାନ୍ସପୋର୍ଟିଂରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ । ଏହା ବ୍ୟତୀତ ସେ ଏକ ଟିଭି ସିରିଅଲ ଡ୍ୟାନି ଡାୟ ଡେଡଲିଏଷ୍ଟ ମ୍ୟାନରେ ମଧ୍ୟ ନଜର ଆସିଥିଲେ ।
ଖବର ମୁତାବକ ବ୍ରେଡଲୀଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରାଯାଇଛି ।