Only for Entertainment

ପ୍ରିୟଙ୍କା ଏବଂ ନିକଙ୍କ ବିବାହ ପାଇଁ ମୁ୍ମ୍ବାଇ ପହଂଚିଲେ ସୋଫି ଟର୍ନର ଏବଂ ଜୋ ଜୋନସ, ମିଡିଆ ଦେଖି ଏଭଳି କଲେ ହାଏ !

35

ଷ୍ଟାର କପଲ ପ୍ରିୟଙ୍କା ଏବଂ ନିକଙ୍କ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତାରିଖରୁ ନେଇ ଭେନ୍ୟୁ ପର୍ଯ୍ୟନ୍ତ ସବୁ ଫିକ୍ସ ହୋଇସାରିଲାଣି ଏବଂ ପ୍ରିୟଙ୍କା ମଧ୍ୟ ନିଜକୁ ବୋହୂ ରୂପେ ସଜାଇବା ଆରମ୍ଭ କରିଦେଲେଣି । ଦୁହିଁଙ୍କ ବିବାହ ପାଇଁ ସମ୍ପର୍କୀୟ ମଧ୍ୟ ଆସିବା ଆରମ୍ଭ କରି ଦେଲେଣି । ନିକଟରେ ଏହି ବିବାହ ପାଇଁ ନିକଙ୍କ ଭାଇ ଜୋ ଏବଂ ସୋଫି ଟର୍ନର ପହଂଚିଛନ୍ତି ମୁମ୍ବାଇ । ଦୁହିଁଙ୍କୁ ଦେଖି ଲାଗୁଛି ବିବାହକୁ ନେଇ ଦୁହେଁ ଖୁବ ଉତ୍ସାହିତ ଅଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଆସିଥିବା ଫଟୋରେ ପ୍ରିୟଙ୍କା ଦେଢଶାଶୂଙ୍କ ଭଲ ବଣ୍ଡିଂ ଥିବା ନଜର ଆସିଥିଲା । ଏବେ ପ୍ରିୟଙ୍କାଙ୍କ ବିବାହ କାରଣରୁ କିଛି ଦିନ ଆଗରୁ ଜୋ ଜୋନସ ଏବଂ ସୋଫି ଟର୍ନର ମୁମ୍ବାଇ ପହଂଚିଛନ୍ତି । ବିଶେଷ ସୂତ୍ରରୁ ପ୍ରକାଶ ଯେ ପ୍ରିୟଙ୍କାଙ୍କ ବିବାହ ବଲିଉଡ ମଧ୍ୟରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଦାମୀ ବିବାହ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More