Only for Entertainment

ଚିନ୍ତାରୁ ମୁକ୍ତି କରାଇବ କୁକୁର !

agmamagazine
0 44

କୁକୁରଙ୍କୁ ଭଲ ପାଉଥିବା ଲୋକ ଖୁବ ଶୀଘ୍ର କିଛି ଘଂଟା କିମ୍ବା ପୂରାଦିନ ପାଇଁ ଭଡାରେ ନେଇ ପାରିବେ କୁକୁର । ଏଭଳି ଏକ ନୂଆ ଉଦ୍ୟମ ସେପ୍ଟମ୍ବର ଠାରୁ ମେଟ୍ରୋ ସହରରେ ରହୁଥିବା ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ଏଭଳି ଯୋଜନା ପାଇଁ ଏକ ବର୍ଷ ମଧ୍ୟରେ ୧୦୦ଟି କେନ୍ଦ୍ର ଖୋଲାଯିବ ।

suns-zeltainais-retrivers-49288585

ଯେଉଁଠାରେ ଭଡାରେ କୁକୁର ମିଳିବା ସହ ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ । ଜୟପୁରରେ ବାସ କରୁଥିବା ବିରେନ ଶର୍ମା ସାରାଦେଶରେ ୧୦୦ଟି କେନ୍ଦ୍ର ଖୋଲିବା ପାଇଁ ଯୋଜନା କରୁଛନ୍ତି । ଯେଉଁଠାରେ ପସନ୍ଦିତା କୁକୁର ମିଳିବା ସହ ସେମାନଙ୍କର ସେଲୁନ, ସ୍ପା, ହୋଟେଲ, ତାଲିମ କେନ୍ଦ୍ର, ଚିକିତ୍ସା ଜନିତ ସୁବିଧା ଏବଂ ବ୍ୟବହାର ସୁଧାର ସଂସ୍ଥା ଭଳି ସେବା ମିଳିବ ।

1512148563312

ଏହି ସୁବିଧା ଦ୍ୱାରା ଦିଲ୍ଲୀ, ମୁମ୍ବାଇ, ସେବା ଗୋଲାପୀ ସହର ଜୟପୁରରେ ଆଗରୁ ଦିଆଯାଉଛି । କୁକୁରଙ୍କ ସହ ସମୟ ଅତିବାହିତ କଲା ଭଳି ସେବା ଯୋଗାଇବାର ମୁଖ୍ୟ କାରଣ ହେଉଛି ଏହାଦ୍ୱାରା ମନୁଷ୍ୟ ବିଷାନଗ୍ରସ୍ତରୁ ମୁକ୍ତି ପାଇ ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More