Only for Entertainment

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପହଁଚିଲେ କଙ୍ଗନା ରଣାୱତ, ଦେଖିବାକୁ ମିଳିଲା ‘କ୍ୱିନ’ଙ୍କ ରେଟ୍ରୋ ଅବତାର

zee news
0 64

ଫ୍ରାନ୍ସରେ ଆରମ୍ଭ ହୋଇଥିବା ୭୧ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ କୁଇନ କଙ୍ଗନା ଏକ ଭିନ୍ନ ଅନ୍ଦାଜରେ ଏଣ୍ଟ୍ରି  କରିଛନ୍ତି । ପ୍ରଥମଥର ପାଇଁ  ଏହି ଫେଷ୍ଟିଭାଲରେ ନଜର ଆସିଥିବା କଙ୍ଗନାଙ୍କୁ ରୋଟ୍ରୋ ଲୁକରେ ଦେଖିବାକୁ ମିଳିଥିଲା । କଙ୍ଗନା ଫ୍ୟାଶନ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ବ୍ଲାକ୍ ସାଢୀରେ କାନ୍ସ ଫେଷ୍ଟିଭାଲରେ  ଏଣ୍ଟ୍ରି କରିଛନ୍ତି । ଏହା ସହିତ କଙ୍ଗନା ପିନ୍ଧିଥିବା ନେକଲେସ ମଧ୍ୟ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ କରାଯାଇଛି ।

 

Kangana Ranaut @team_kangana_ranaut @festivaldecannes looks resplendent in an ultra-glamorous rendition of our famous ‘‘Aakash-tara’ (i.e. starry skies) saree. The saree is hand-dyed and embellished with hand-cut sequins that are individually sewn using zardosi technique, to create a metallic, yet fluid fabric. Her look is accessorised with a Sabyasachi batua and the ‘teenmaniya’ necklace, crafted out of rose-cut diamonds, Colombian emeralds and basra pearls from the Sabyasachi Heritage Jewelry Collection. Styled by @stylebyami and @shnoy09 Makeup by: @brendondegee Location courtesy: Hôtel Martinez @martinezhotel #Sabyasachi #SummerCouture2018 #KanganaRanaut #QueenAtCannes #GreyGooseLife #GreyGooseIndia #Cannes2018 #LeClubDeCalcutta #SabyasachiJewelry #TheWorldOfSabyasachi #FestivalDeCannes #IndiaPavilion #LifeAtCannes #HotelMartinez

A post shared by Sabyasachi Mukherjee (@sabyasachiofficial) on

ସବ୍ୟସାଚୀ ମୁଖର୍ଜୀ କଙ୍ଗନାଙ୍କ ଲୁକକୁ ନିଜ ଇନଷ୍ଟାଗ୍ରାମ ଆକାଉନଣ୍ଟରେ ସେୟାର କରି ସୂଚନା  ଦେଇଛନ୍ତି । କଙ୍ଗନା କାନ୍ସରେ ୩ ଦିନ ଭାଗ ନେବେ । ଏବଂ ୧୦ ମଇ ଅର୍ଥାତ ଆଜି ରେଡ କାର୍ପେଟରେ ନଜର ଆସିବେ । ଏହା ସହିତ  ଫିଲ୍ମରେ ମହିଳାଙ୍କ ଗୁରୁତ୍ୱ ଉପରେ ମଧ୍ୟ ସେଠାରେ ସେ ଆଲୋଚନା କରିବେ ।

 

Kangana Ranaut @team_kangana_ranaut @festivaldecannes looks resplendent in an ultra-glamorous rendition of our famous ‘‘Aakash-tara’ (i.e. starry skies) saree. The saree is hand-dyed and embellished with hand-cut sequins that are individually sewn using zardosi technique, to create a metallic, yet fluid fabric. Her look is accessorised with a Sabyasachi batua and the ‘teenmaniya’ necklace, crafted out of rose-cut diamonds, Colombian emeralds and basra pearls from the Sabyasachi Heritage Jewelry Collection. Styled by @stylebyami and @shnoy09 Makeup by: @brendondegee Location courtesy: Hôtel Martinez @martinezhotel #Sabyasachi #SummerCouture2018 #KanganaRanaut #QueenAtCannes #GreyGooseLife #GreyGooseIndia #Cannes2018 #LeClubDeCalcutta #SabyasachiJewelry #TheWorldOfSabyasachi #FestivalDeCannes #IndiaPavilion #LifeAtCannes #HotelMartinez

A post shared by Sabyasachi Mukherjee (@sabyasachiofficial) on

ନ୍ୟୁଜ  ଏଜେନ୍ସି ଆଇଏଏନଏସକୁ ଦେଇଥିବା ଏକ ବୟାନରେ କଙ୍ଗନା  କହିଥିଲେ ଯେ ‘ଏହା ଖୁସିର ବିଷୟ ଯେ ଭାରତୀୟ ଫିଲ୍ମକୁ ଆନ୍ତରାଷ୍ଟ୍ରୀୟ ମଂଚରେ ପରିଚୟ ମିଳୁଛି । ’ଫିଲ୍ମ ବିଷୟରେ କହିବାକୁ ଗଲେ କଙ୍ଗନା ଖୁବ ଶୀଘ୍ର ‘ ମଣିକର୍ଣ୍ଣିକା’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More