Only for Entertainment

ଅବିବାହିତଙ୍କ ପ୍ରତି ସତର୍କ ସୂଚନା । ବେଡ ତଳେ ରଖନ୍ତୁ ନାହିଁ ଏହି ସମସ୍ତ ଜିନିଷ ।

business insider
0 42

ସମୟ ବଢିବା ସହିତ ଦରଦାମ ମଧ୍ୟ ବଢିଚାଲିଛି । ସେଥିପାଇଁ ଦିନକୁ ଦିନ ଘରର ବଖରା ଗୁଡ଼ିକ ମଧ୍ୟ ଛୋଟ ହେବାରେ ଲାଗିଛି । ଯେଉଁଥିପାଇଁ ଅଧିକାଂଶ ଲୋକ ବେଡ ତଳେ କେତେକ ଜିନିଷକୁ ରଖିଦିଅନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କରିବା ଆଦୌ ଠିକ ନୁହେଁ ।

 

ଅବିବାହିତ ପୁଅ କିମ୍ବା ଝିଅ ପଳଙ୍ଗ ତଳେ ଶୁଅନ୍ତି,ଯଦି ସେହି ବେଡ ବକ୍ସରେ ବାସ୍ତୁ ଦୋଷ ଉତ୍ପନ୍ନ କରୁଥିବା ବସ୍ତୁକୁ ରଖାଯାଏ ତ ତାହା ବିବାହ ଏବଂ କ୍ୟାରିଅର ଉପରେ ଖରାପ ପ୍ରଭାବ ପକାଇଥାଏ । ହୃଦୟ ଏବଂ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯେଉଁ ବେଡରେ ଅବିବାହିତ ମାନେ ଶୁଅନ୍ତି ତାହା ତଳେ ଅନାବଶ୍ୟକ ଜିନିଷ ରଖିବା ଅନୁଚିତ । ବିଶେଷକରି ଲୁହାର ଜିନିଷ ଏବଂ ପୁରୁଣା କବାଡ଼ିଆ ଜିନିଷ ।

ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଯେଉଁ ବଖରା ଥାଏ ସେହି ଘରେ ଅବିବାହିତ ମାନେ ଶୋଇବା ଉଚିତ ।
ବିବାହ ବୟସ ହୋଇଥିଲେ ମଧ୍ୟ କେତେ ଜଣ ବିବାହ କରିବାକୁ ରାଜି ହୁଅନ୍ତି ନାହିଁ । ସେଥିପାଇଁ ତାଙ୍କ ରୁମ ର ଉତ୍ତର ଦିଗରେ କ୍ରିଷ୍ଟାଲର କାଚ ରଖିବା ଉଚିତ ।

ଝିଅ କିମ୍ବା ପୁଅକୁ ଦେଖିବାକୁ ଆସିଥିବା ଅତିଥିଙ୍କୁ ଏଭଳି ବସାନ୍ତୁ ଯେପରି ତାଙ୍କ ମୁହଁ ଘରର ଭିତରକୁ ରହିବ ।
ବିମ ଲାଗିଥିବା ସ୍ଥାନରେ ଶୋଇବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More