Only for Entertainment

ଫିଲ୍ମରେ ନୁହେଁ ବରଂ ଅସଲ ଜୀବନରେ ସପନା ଦେଖାଇଲେ ଦବଙ୍ଗ ପଣିଆ, ଭିଡିଓ ଭାଇରାଲ !

46

ସପନା ଚୌଧୁରୀଙ୍କ କାରକୁ କିଛି ପୁଅ ଘେରି ନେବାରୁ , ସପନା ଦବଙ୍ଗ ଅନ୍ଦାଜରେ ପୁଅମାନଙ୍କୁ ଗାଳି କଲେ ଏବଂ ବାଟରୁ ଅଡାଇଲେ । ସପନା ନିଜର ବୋଲ୍ଡ ଡାନ୍ସ ଏବଂ ସୁନ୍ଦରତା ପାଇଁ ପରିଚିତ । ନିକଟରେ ଏଭଳି ଘଟଣା ଘଟିଥିଲା ଯେଉଁଠି ତାଙ୍କର ଦବଙ୍ଗ ଷ୍ଟାଇଲ ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବେକାବୁ ଭିଡକୁ ସପନା ନିଜେ ଗାଡିରୁ ଆସି କ୍ଲିୟର କରିଥିଲେ । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More